ଆମ କୃଷକ ଭାଇଭଉଣୀମାନଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି : ମୁଖ୍ୟମନ୍ତ୍ରୀ   

ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସ୍ଥିର ରାଜନୀତି ଏବଂ ବ୍ୟବସାୟ କରିବାର ସୁଗମତା ଦ୍ୱାରା ପରିଚାଳିତ ଭାରତ, ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ…

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ନୁହେଁ, ବରଂ ସମଗ୍ର ମାନବତା ଉପରେ ଆକ୍ରମଣ

୫୧ତମ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ…

ଭାରତ ହେବ ବିଶ୍ୱ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରୀ କ୍ଷେତ୍ରର ଉଦ୍ୟୋଗଗୁଡ଼ିକୁ ମଜବୁତ କରି ଏବଂ ଘରୋଇ କ୍ଷେତ୍ରର ବିଶେଷଜ୍ଞତାକୁ ସମନ୍ୱିତ କରି ପ୍ରତିରକ୍ଷା…

ଏ ବର୍ଷ ଅମରନାଥକୁ ହେଲିକପ୍ଟର ସେବା ବନ୍ଦ

ଶ୍ରୀନଗର: ଜୁଲାଇ ୩ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏ…

ଭାରତ ବିରୁଦ୍ଧରେ ଲଢ଼ିବା ପାଇଁ ଚୀନ୍‌ରୁ ଅସ୍ତ୍ରଶସ୍ତ୍ର ଏବଂ ପାକିସ୍ତାନ ସାମରିକ ଉପକରଣ ପାଇଥିଲା

ୱାଶିଂଟନ: ପାକିସ୍ତାନର ନୂତନ ଫିଲ୍ଡ ମାର୍ଶାଲ ସେନା ମୁଖ୍ୟ ସୟଦ ଅସୀମ ମୁନିର ସମ୍ପ୍ରତି ଆମେରିକାରେ ଅଛନ୍ତି। ସେ ଆମେରିକାରେ ଥିବା…

ଜାଫର ଏକ୍ସପ୍ରେସରେ ବିସ୍ଫୋରଣ

ନୂଆଦିଲ୍ଲୀ: ପୁଣି ଜାଫର ଏକ୍ସପ୍ରେସକୁ ନେଇ ଆସିଲା ବଡ ଖବର । ଜାଫର ଏକ୍ସପ୍ରେସରେ ବିସ୍ଫୋରଣ । ରେଳ ଧାରଣାରେ ବିସ୍ଫୋରଣ…

ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ନୂଆଦିଲ୍ଲୀ: ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଇରାନରେ ଥିବା…

ମହମ୍ମଦ କରିମରୁ ହେଲେ ଅମନ ଶାହ

ଲକ୍ଷ୍ନୌ: ହିନ୍ଦୁ ଧର୍ମ ଆପଣାଇଲେ ମୁସଲିମ୍ ଯୁବକ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ନୀଳକଣ୍ଠ ମନ୍ଦିରରେ ଗୋରଖପୁରର ଜଣେ ମୁସଲିମ ଯୁବକ ହିନ୍ଦୁ…

ଭାରତୀୟ ନୌସେନା ଜୁନ୍ ୧୮ ତାରିଖରେ ନୌସେନା ଆଣ୍ଟି-ସବମେରିନ୍ ଓ୍ଵାର୍ଫେୟାର୍ ଆଇଏନଏସ ଅର୍ଣ୍ଣଲାକୁ ସାମିଲ କରିଛି

ନୂଆଦିଲ୍ଲୀ: ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଆଧୁନିକ ଏବଂ ଶକ୍ତିଶାଳୀ ସେନା ତାଲିକାରେ ସ୍ଥାନିତ ହୋଇଛି। ଏବେ ସମୁଦ୍ରରେ ଭାରତୀୟ ନୌସେନାର…