୫ ମାସର ଭ୍ରୂଣ ଦାନ କଲେ ଜୈନ ଦମ୍ପତି

ନୂଆଦିଲ୍ଲୀ: ଦିଲ୍ଲୀ  ପୀତମପୁରାର ଆଶିଷ ଏବଂ ବନ୍ଦନା ନାମକ ଜଣେ ଜୈନ ଦମ୍ପତି ସେମାନଙ୍କ ୫ ମାସର ଭ୍ରୂଣକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ବନ୍ଦନାଙ୍କର ରୁଟିନ୍‌ ଚେକଅପ୍‌ ସମୟରେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ଚାଲୁନଥିବା ଜଣାପଡ଼ିବାପରେ ବନ୍ଦନା ଏବଂ ତାଙ୍କ ସ୍ବାମୀ ଭ୍ରୁଣ ଦାନ କରିବାକୁ ଚାହିଥିଲେ।  ଏଭଳି ଦୁଃଖ ସମୟରେ ଉକ୍ତ ଦମ୍ପତି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବି ସେମାନଙ୍କର ଏହି କାର୍ଯ୍ୟ  ସମାଜ ପାଇଁ ଏକ ପ୍ରେରଣା। ଗବେଷଣା ପାଇଁ ଉକ୍ତ ଦମ୍ପତି ନିଜ ଭ୍ରୂଣକୁ ଦାନ କରିଛନ୍ତି ଏବଂ ଦିଲ୍ଲୀ ଏମ୍ସରେ ଭ୍ରୁଣ ଦାନ ଘଟଣା ପ୍ରଥମ।  

Leave a Reply

Your email address will not be published. Required fields are marked *