ଭୂତମୁଣ୍ଡାଇରୁ ଗୋମାଂସ ଓ ଚମଡ଼ା ଜବତ

ଭୂତମୁଣ୍ଡାଇରୁ ଗୋମାଂସ ଓ ଚମଡ଼ା ଜବତ
ଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ଭୂତୁମୁଣ୍ଡାଇ ନିକଟରୁ ଗୋମାଂସ ଓ ଚମଡ଼ା ସନ୍ଦେହରେ ସ୍ଥାନୀୟ ଲୋକ ଏକ ଟାଟା ଏସିକୁ ଅଟକାଇଛନ୍ତି। ଗାଡ଼ି ଭଙ୍ଗାରୁଜା କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଲକ୍ ଥାନା ପୁଲିସ ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ମଙ୍ଗଳବାର ଜବତ ମାଂସ ନମୁନା ପରୀକ୍ଷା ପାଇଁ ପଠାଯିବ। ଏହା ପରେ ଗୋମାଂସ କି ନୁହେଁ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *