ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଖଣ୍ଡ ସୁଗୋ ମଣ୍ଡଳରେ ଶତାବ୍ଦୀ ସ୍ୱାଗତ କାର୍ଯ୍ୟକ୍ରମ

ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଖଣ୍ଡ ସୁଗୋ ମଣ୍ଡଳରେ ଶତାବ୍ଦୀ ସ୍ୱାଗତ କାର୍ଯ୍ୟକ୍ରମ

ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଖଣ୍ଡ ସୁଗୋ ମଣ୍ଡଳରେ ଶତାବ୍ଦୀ ସ୍ବାଗତ କାର୍ଯ୍ୟକ୍ରମ ୨୫ ସେପ୍ଟେମ୍ବର ୨୦୨୫ ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବାଣିଦା ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘ ପାଇଁ ଦେଶ ସୁରକ୍ଷିତ ଅଛି ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘଚାଳକ ମାନନୀୟ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର ଭାରତ ବର୍ଷର ଏହି ମହା ଜାଗରଣ ବିଶ୍ବ କଲ୍ୟାଣ ପାଇଁ ବୋଲି ମାର୍ଗ ଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପୂର୍ବ ପ୍ରାନ୍ତ ର ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ମନୀନ୍ଦ୍ର ସୁନ୍ଦର ଦାସ ଯୋଗ ଦେଇ ସଂଘ ର ୧୦୦ ବର୍ଷ ର ଉପଲବ୍ଧି ବିଷୟ ରେ ବର୍ଣ୍ଣନା କରି ଥିଲେ।

Leave a Reply

Your email address will not be published. Required fields are marked *