Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 21 of 271 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ କୋଟି ମହିଳା ହେବେ ଲକ୍ଷପତି ଦିଦି

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର ସେ ସଂସଦ ଭବନରେ ପହଞ୍ଚିବା ପରେ…

ବୃକ୍ଷରୋପଣ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ୍ ଦେଲେ ହାଇକୋର୍ଟ

କଟକ: ଜଣେ ଅଭିଯୁକ୍ତଙ୍କୁ ମା ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବାବେଳେ ଉକ୍ତ ଅଭିଯୁକ୍ତ ୨୦ଟି ଚାରା ଲଗାଇବେ…

ଲୋପ ପାଉଛି ତାଳଗଛ, ବଢୁଛି ବଜ୍ରାଘାତ ବିପତ୍ତି

ବାଙ୍କୀ: କ୍ରମାଗତ ଭାବେ ଜଙ୍ଗଲ ଧ୍ୱଂସ କାରଣରୁ ବ୍ୟାପକ ଭାବେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । କଂକ୍ରିଟ ଜଙ୍ଗଲ ଓ…

ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ: ଆଇନମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ…

ଲୋକସଭା ଭବନରେ ଓଡ଼ିଆ ଅସ୍ମିତାର ହେଲା ଗୁଞ୍ଜରଣ

ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଧର୍ମେନ୍ଦ୍ର…

ଓଡ଼ିଆ ଅସ୍ମିତାକୁ ବଜାୟ ରଖାଯିବ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଦୀର୍ଘ ୨୫ବର୍ଷର ଲଢେଇ ପରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଓଡ଼ିଶାବାସୀଙ୍କ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଂଚି…

ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି…

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ: ମହାପ୍ରଭୁଙ୍କରଥଯାତ୍ରା ନୀତି ନିର୍ଘଣ୍ଟକୁଅନୁମୋଦନ ମିଳିଛି । ଚଳିତବର୍ଷନେତ୍ରୋତ୍ସବ, ନବଯୌବନ ଦର୍ଶନ ଓରଥଯାତ୍ରା ଗୋଟିଏ ଦିନରେପଡୁଥିବାରୁ ୧୯୭୧ ମସିହାରେହୋଇଥିବା ନୀତିକାନ୍ତି ଅନୁଯାୟୀମହାପ୍ରଭୁଙ୍କ…

ଦିନକୁ ଦିନ ଚାହିଦା ବଢ଼ୁଛି ଘଣାତେଲ

ଭୁବନେଶ୍ୱର: ଯୁଗବଦଳିବା ସହ ଲୋକଙ୍କ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି । ଲୋକେ ପୁରୁଣାକୁ ଭୁଲି ନୂଆକୁ ଆପଣାଇବାକୁ ଲାଗିଛିନ୍ତି ।…

ରଥଯାତ୍ରା ପାଇଁ ବ୍ଲକରୁ ପୁରୀକୁ ଗଡ଼ିବ ବସ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସଥ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ…