Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 10 of 282 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଗତ୍‌ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ କଲକାତା ଚାଲାଣ ହେଉଛନ୍ତି

ଜିଲାରୁ କଲକାତା ଚାଲାଣ ହେଉଛନ୍ତି ବର୍ଷକୁ ୧୯ହଜାର ଗୋରୁରଘୁନାଥପୁର : ଜଗତ୍‌ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ କଲକାତା ଚାଲାଣ…

ଭଦ୍ରକରେ ପୁଲିସ ଉପରେ ଆକ୍ରମଣ-ମୋଟ ଗିରଫ ସଂଖ୍ୟା ୩୩

ଭଦ୍ରକ, : ସୋସିଆଲମିଡିଆରେ ଗୋଟିଏ ସମ୍ପ୍ରଦାୟ ସମ୍ପର୍କରେମନ୍ତବ୍ୟକୁ ନେଇ ଭଦ୍ରକରେ ଉପୁଜିଥିବା ବିବାଦକୁ ଇତିମଧ୍ୟରେ ପାଞ୍ଚଦିନ ପୁରିଛି । ଏହାକୁ ନେଇ…

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ଭାରତୀୟ ମଜଦୂର ସଂଘର ବୈଠକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା – ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୂର ସଂଘ…

ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ଶାସନାଧୀନ ବିଜେପି ସରକାର ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ସହ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା…

‘ମନ୍ଦିର ହେଉ ବା ମସଜିଦ ଜବରଦଖଲ ହୋଇଥିଲେ ଭଙ୍ଗାଯାଉ

‘ ନୂଆଦିଲ୍ଲୀ -ସର୍ବସାଧାରଣ ସ୍ଥାନରେ ଗଢି ଉଠିଥିବା ଧାର୍ମିକ ପୀଠ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୁଲଡୋଜର ଆକ୍ସନ…

ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ ନକଲେ କାର୍ଯ୍ୟାନୁଷ୍ଠାନ

ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ ଛାଡ ନକଲେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ବସରେ ଭିନ୍ନକ୍ଷମଙ୍କ ପାଇଁ ୫୦ ପ୍ରତିଶତ ଟିକଟ…

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ। ଗୋଟିଏ…

ପୂଜା କମିଟି ଦାୟିତ୍ବରେ ସମ୍ପାଦକ ଜଣେ ମୁସଲିମ

ହିନ୍ଦୁ-ମୁସଲମାନ ମିଶି ପୂଜା ଆୟୋଜନ କରନ୍ତିନୂଆଗାଁ, ୨/୧୦: ଅଗ୍ରପୂଜ୍ୟଙ୍କ ଆଗମନ ପରେ ଆରମ୍ଭ ହୋଇଛି ପାର୍ବଣର ଆଡ଼ମ୍ବର ଉତ୍ସାହଓ ଉଦ୍ଦୀପନାର ପରଶ…

ଧଅଁଡାମାଲ ଧର୍ମ ସଭାରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ

ନବରଙ୍ଗପୁର ; ନୂଆଖାଇ ଭେଟଘାଟ ଅବସରରେ ବ୍ରହ୍ମ ଅବଧୂତ ଅନାଦୀ ବାବା ଙ୍କ ଦ୍ୱାରା ଆୟୋଜିତ ହେଲା ଧଅଁଡାମାଲ ଗାଁ ରେ…

ଧର୍ମ ଜାଗରଣ ସୃଷ୍ଟିରେ ସଂକୀର୍ତନ ବଳିଷ୍ଠ ମାଧ୍ୟମ

ଖୋର୍ଦ୍ଧା : ଖୋର୍ଦ୍ଧା,ବେଗୁନିଆ ଓ ବୋଲଗଡ଼ ବ୍ଲକ୍‌ର ୨୪ଟି ସଂକୀର୍ତନ ମଣ୍ଡଳୀରୁ ନେଇ ଗଠିତ ନିଖିଳ ଉତ୍କଳ ଆଂଚଳିକ ସଂକୀର୍ତନ ସଂଘ,…