ଚୀନ ସିଧାସଳଖ ଆମେରିକାକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛି 

ତେହେରାନ : ଚୀନ ଯେପରି ଭାରତ-ପାକ ସଂଘର୍ଷରେ ପରୋକ୍ଷରେ ସାମିଲ ହୋଇଥିଲା, ଠିକ ସେପରି ଇସ୍ରାଏଲ-ଇରାନ ଯୁଦ୍ଧରେ ବି ସାମିଲ ହେବା ଆରମ୍ଭ…

ଗୁଜରାଟର ୧୭ ବର୍ଷୀୟ ଆର୍ଯ୍ୟନର ବୟାନ ରେକର୍ଡ

ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ବେଳର ଭିଡିଓ ଶୁଟିଂ କରିଥିବା ଗୁଜରାଟର ୧୭ ବର୍ଷୀୟ ଆର୍ଯ୍ୟନ ନିଜ ଅଭିଜ୍ଞତା ସମ୍ପର୍କରେ ବୟାନ…

ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା 

ନୂଆଦିଲ୍ଲୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଶନିବାର ଅନୁକମ୍ପା ରାଶି ଘୋଷଣା କରିଛି। ପ୍ରାଣ ହରାଇଥିବା…

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)…

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ। ଏହାଦ୍ୱାରା କୋଟି କୋଟି…

ମୋତେ ପାକିସ୍ତାନୀ କୁହନ୍ତୁ ନାହିଁ, ମୁଁ ଜଣେ ଭାରତୀୟ। ମୁଁ ଭାରତରେ ରହିବାକୁ ଚାହେଁ

ରେଲି: ଉତ୍ତର ପ୍ରଦେଶର ବରେଲିରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଚାଲିଥିବା ‘ଅପରେଶନ ଖୋଜ’ ସମୟରେ ପୋଲିସ ଜଣେ ମହିଳାଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅପରେସନ୍‌ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅପରେସନ୍‌ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା…

ପାଞ୍ଚ ନକ୍ସଲ ଗିରଫ, ଆମେରିକା ନିର୍ମିତ ରାଇଫଲ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ

ବିଶ୍ରା: ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ପୁଲିସ ନିଷିଦ୍ଧ ସଂଗଠନ ଟିଏସ୍‌ପିସି(ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି)ର ମୋଷ୍ଟ ୱାଣ୍ଟେଡ୍ ଏରିଆ…

ଚୀନ୍‌ର ଏକ ପଦକ୍ଷେପ ବିଶ୍ୱର ବହୁଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି

ନୂଆଦିଲ୍ଲୀ:: ଚୀନ୍‌ର ଏକ ପଦକ୍ଷେପ ବିଶ୍ୱର ବହୁଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏଥି ପାଇଁ ଚୀନ୍ ବହୁ ବର୍ଷ ଧରି…

ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସ ଗଣରାଜ୍ୟ, କାନାଡା ଓ କ୍ରୋଏସିଆ ଗସ୍ତ

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ କ୍ରୀଷ୍ଟୋଡୋଲିଡେସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫-୧୬ ଜୁନ୍, ୨୦୨୫ ମଧ୍ୟରେ ସାଇପ୍ରସକୁ ସରକାରୀ ଗସ୍ତରେ ଯିବେ । ଦୁଇ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଇପ୍ରସ ଗସ୍ତ ହେବ । ନିକୋସିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଷ୍ଟୋଡୋଲିଡେସ୍ଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟାପାର ଜଗତର ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘ ସହିତ ଭାରତର ଭାଗିଦାରୀକୁ ମଜବୁତ୍ କରିବା ପାଇଁ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ନିଶ୍ଚିତ କରିବ । ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ଜୁନ୍ ମଧ୍ୟରେ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ କ୍ରମାଗତ ଷଷ୍ଠ ଥର ପାଇଁ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି-୭ ନେତୃବୃନ୍ଦଙ୍କୁ, ଅନ୍ୟାନ୍ୟ ଦେଶର ନେତା ସମୂହ ଏବଂ ଆନ୍ତର୍ଜାତିକ ସଙ୍ଗଠନ ଗୁଡ଼ିକର ମୁଖ୍ୟଙ୍କ ସହ ଶକ୍ତି ସୁରକ୍ଷା, ପ୍ରାଦ୍ୟାଗିକୀ ଏବଂ ନବାଚାର, ବିଶେଷ କରି ଏଆଇ-ଏନର୍ଜି ମେଣ୍ଟ ଏବଂ କ୍ୱାଣ୍ଟମ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବେ । ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।