ଇରାନ ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍‌ ଶାକାନ୍‌’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି

ଇରାନ ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍‌ ଶାକାନ୍‌’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି।  ‘ଖୈବର୍‌ ଶାକାନ୍‌’ ଟର୍ମିନାଲ ପର୍ଯ୍ୟାୟକ୍ରମେ ଦିଗ ବଦଳାଇବାରେ ସକ୍ଷମ ହୋଇଥିବାରୁ ଏହା ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମକୁ ଚକ୍‌ମା ଦେଇ ଧ୍ବଂସଲୀଳା ଘଟାଇବାରେ ସକ୍ଷମ ହୋଇଛି। ଏଭଳି ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରି ଇରାନ ଆଜି ବେନ୍ ଗୁରିଆନ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ବ୍ୟାପକ କ୍ଷତି ପହଞ୍ଚାଇଛି।

Leave a Reply

Your email address will not be published. Required fields are marked *