ପୁରୀ: ଓଡ଼ିଶାର ପ୍ରାଚୀନ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ଚେତନା ଜାଗରଣର ପ୍ରମୁଖ ମାଧ୍ୟମ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ…
Category: Odia News
ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର
ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି । ଭାରତୀୟ ସାମଦ୍ରିକ…
ମମତା ସରକାରଙ୍କୁ ବଡ଼ ଝଟକା-୩୬,୦୦୦ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ କଲିକତା ହାଇକୋର୍ଟ ବଡ଼ ଆଦେଶ ଦେଇଛନ୍ତି । କଲିକତା ହାଇକୋର୍ଟ ବିଚାରପତି…
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଶିକ୍ଷା ବର୍ଗ ଉଦ୍ଘାଟିତ
କଟକ/ଭୁବନେଶ୍ୱର,୧୩/୫: କଟକ ଗତିରାଉତ ପାଟଣା ସ୍ଥିତ କେଶବଧାମ ଆବାସିକ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରଥମ…
ଦି କେରଳା ଷ୍ଟୋରୀର ଭୟାବହ ସତ
–ଡ. ସମନ୍ୱୟ ନନ୍ଦ–ବେଳେ ବେଳେ ସତ ଉପରେ ପରଦା ପରଦା ପକାଇ ରଖା ଯାଇଥାଏ । କିଛି ଶକ୍ତି ସେହି ପରଦାକୁ…
ପ୍ରାଦେଶିକ ଓ ଗଣିତ ମେଧା ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରର ସଫଳତା
ବ୍ରହ୍ମପୁର: ଗତ ୧୦ତାରିଖରେ ପ୍ରକାଶିତ ଶିକ୍ଷାବିକାଶ ସମିତୀ, ଓଡିଶାର ରାଜ୍ୟସ୍ତରୀୟ ୫ମ, ୭ମ ଓ ୯ମ ଶ୍ରେଣୀ ପ୍ରାଦେଶିକ ଓ ଗଣିତ…
ଚୁକ୍ତି ଭାଙ୍ଗିଲେ ବିଶ୍ୱାସ ଭାଙ୍ଗେ’ ଢାକାରେ ଚୀନକୁ ଜୟଶଙ୍କରଙ୍କ ଟାର୍ଗେଟ୍
ଢାକା : ବାଂଲାଦେଶ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନକୁ ଟାର୍ଗେଟ କରିଛନ୍ତି । ଜୟଶଙ୍କର…
ରଥ ଖଳାକୁ ଗଲା ମହାପ୍ରଭୁଙ୍କ ଆଜ୍ଞାମାଳ
ପୁରୀ : ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରାୟ ସକାଳ ଧୂପ ବଢ଼ିଲା ପରେ ୩ ଜଣ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଅ ।ଜ୍ଞାମାଳ…
‘ଦ କେରଳ ଷ୍ଟୋରୀ’ ନେଇ ମମତାଙ୍କୁ ସୁପ୍ରିକୋର୍ଟଙ୍କ ପ୍ରଶ୍ନ-ଯଦି ଅନ୍ୟ ରାଜ୍ୟରେ ଚାଲୁଛି, ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ନିଷିଦ୍ଧ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଯଦି ଅନ୍ୟ…
ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି-ଶିବଲିଙ୍ଗର ହେବ କାର୍ବନ ଡେଟିଂ
ପ୍ରୟାଗରାଜ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଭାରତୀୟ ପ୍ରନôତତ୍ତ୍ୱ ବିଭାଗ (ଏଏସଆଇ)କୁ ମସଜିଦ…