Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୭ରେ ରାମଲାଲାଙ୍କ ସୂର୍ଯ୍ୟାଭିଷେକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୭ରେ ରାମଲାଲାଙ୍କ ସୂର୍ଯ୍ୟାଭିଷେକ

ନୂଆଦିଲ୍ଲୀ: ପବିତ୍ର ରାମନବମୀ ଅବସରରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଳକ । ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ଧରି ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ । ୧୭ ତାରିଖ ଦିନ ୧୨ଟାରେ ଏଭଳି ଅଲୌକିକ ଦୃଶ୍ୟ ଦେଖିବାର ସୁଯୋଗ ପାଇବେ ରାମ ଭକ୍ତ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଟ୍ରାଏଲ ରନ୍ କରାଯାଇଛି । ଉନ୍ନତ ଧରଣର ଦର୍ପଣ, ଲେନ୍ସ ଏବଂ ଅଷ୍ଟଧାତୁରେ ନିର୍ମିତ ପାଇପ ମାଧ୍ୟମରେ ସୂର୍ଯ୍ୟ ଆଲୋକ ରାମ ଲାଲାଙ୍କ ମସ୍ତକ ଉପରେ ପଡିବା ସହ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି ।

Leave a Reply