Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 147 of 276 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଚକ ପାଚିକା ମହାସଂଘର ବିକ୍ଷୋଭ

ଭୁବନେଶ୍ୱର: ୭ ଦଫା ଦାବି ନେଇ ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ…

ଆମେରିକୀୟ ସେନା ସହିତ ଯୁଦ୍ଧ ଅଭ୍ୟାସ କରିବ ଭାରତୀୟ ସେନା

ନୂଆଦିଲ୍ଲୀ/ନ୍ୟୁୟର୍କ : ସୋମବାର ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଲାସ୍କାରେ ଆମେରିକାର ସେନା ସହିତ ବ୍ୟାୟାମ ଆରମ୍ଭ କରିବାକୁ ଯାଉଛି ଭାରତୀୟ…

କଂଗ୍ରେସକୁ ଚଳାଉଛନ୍ତି ସହରୀ ନକ୍ସଲ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆଜି ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଭୋପାଲରେ…

ଜାମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ଼ ସଫଳତା । ରବିବାର ଆତଙ୍କବାଦୀଙ୍କ ବଡ଼ ଯୋଜନା ପଣ୍ଡ କରିଛନ୍ତି ସେନା ଓ କୁଲଗାମ…

ଏକଘରିଆ କାନାଡ଼ା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହାରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ ଓ କାନାଡ଼ା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି…

ଆତଙ୍କବାଦୀ ନିଜାର ହତ୍ୟା ମାମଲା, ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି

ୱାସିଂଟନ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପରେ ଆମେରିକା କାନାଡ଼ାକୁ କିଛି ଗୁଇନ୍ଦା ତଥ୍ୟ ପ୍ରଦାନ କରିଥିଲା ।…

ବାୟୁସେନାକୁ ମିଳିଲା ଅତ୍ୟାଧୁନିକ ୨୯୫ ବିମାନ

ଭୁବନେଶ୍ୱର- ଭାରତୀୟ ବାୟୁସେନାକୁ ମିଳିଛି ସି୨୯୫ ପରିବହନ ବିମାନ । ଏହା ବାୟୁସେନାକୁ ଅଧିକ ସଶକ୍ତ ଓ ଅତ୍ୟାଧୁନିକ କରିବ ।…

ନୀତି ବଦଳାଅ, ନଚେତ ଗରିବ ହୋଇ ରୁହ

ନୂଆଦିଲ୍ଲୀ: ୱାର୍ଲ୍ଡ ବ୍ୟାଙ୍କ୍ ପାକିସ୍ତାନକୁ ତାହାର ଆର୍ôଥକ ସ୍ଥିତିକୁ ନେଇ ଚେତାବନୀ ଜାରି କରିଛନ୍ତି । ବିଶ୍ୱ ବ୍ୟାଙ୍କ୍ କହିଛି ‘ପାକିସ୍ତାନ…

ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ । ସୁଟିଂ ଓ ରୋଇଂରେ ରୌପ୍ୟ ପଦକ ମିଳିଛି । ପ୍ରଥମ…

ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: କିରେନ

ନୂଆଦିଲ୍ଲୀ : ହାଙ୍ଗଝୋରେ ଆୟୋଜିତ ହେଉ ଥିବା ଏସିଆନ୍ ଗେମ୍ସରେ ଚାଇନା କିଛି ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଇନାହିଁ ।…