ପଦ୍ମଭୂଷଣ ତାରାଶଙ୍କର ବନ୍ଦୋପାଧ୍ୟାୟ। ୨୩ ଜୁଲାଇ ୧୮୯୮ – ୧୪ ସେପ୍ଟେମ୍ବର ୧୯୭୧ ।।ସାହିତ୍ୟିକ,ପ୍ରସିଦ୍ଧ ଉପନ୍ୟାସକାର ଏବଂ ଲେଖକତାରାଶଙ୍କର ବନ୍ଦୋପାଧ୍ୟାୟ ଜଣେ…
Year: 2025
ସାମାଜିକ, କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ- ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶଦାତା କର୍ମଶାଳା
ସାମାଜିକ, କଲ୍ୟାଣ ଏବଂ ସୁରକ୍ଷା କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପ ଚିହ୍ନଟ ପାଇଁ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ…
ଗୁପ୍ତ ପରୀକ୍ଷାଗାର, ଡାର୍କ ୱେବ୍ ଓ ଚୋରାଚାଲାଣ ଉପରେରେ ନଜର
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ସେପ୍ଟେମ୍ବର ୧୬, ୨୦୨୫ରେ ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ…
‘ଜ୍ଞାନ ଭାରତମ୍ ମିଶନ’ ଆରମ୍ଭ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ‘‘ଜ୍ଞାନ ଭାରତମ୍ ମିଶନ୍”ର ପ୍ରଥମ ଅନ୍ତର୍ଜାତୀୟ…
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ
ଭୁବନେଶ୍ୱର ୧୩/୦୯: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ…
ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ
ବୁର୍ଲା, ସେପ୍ଟେମ୍ବର ୧୩ – ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ…
ମାତୃଭାଷାରେ ଶିକ୍ଷା ସମୟର ଆବଶ୍ୟକତା
ସମ୍ବଲପୁର, ସେପ୍ଟେମ୍ବର ୧୩ – ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ । କେବଳ ଏତିକି ନୁହେଁ,…
ଅକ୍ଟୋବର ୩ରୁ ୧୮ ପର୍ଯ୍ୟନ୍ତ ରବି ଫସଲ ଅଭିଯାନ
ବିକଶିତ କୃଷି ସଂକଳ୍ପ ଅଭିଯାନ’ର ପ୍ରଥମ ପର୍ଯ୍ୟାୟର ଆଖି ଦୃଶିଆ ସଫଳତା ପରେ, ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଏହି ଅଭିଯାନରେ ଖରିଫ ଫସଲ ଉପରେ ଗୁରୁତ୍ୱ ଦିଆଯାଇଥିଲା, ଏବଂ ଏବେ ରବି ଫସଲ ଉପରେ ଗୁରୁତ୍ଵ ଦିଆଯିବ। ଏହି ଅଭିଯାନ ଅଧୀନରେ ସାରା ଦେଶର କୃଷି ବୈଜ୍ଞାନିକମାନେ ଗ୍ରାମକୁ ଗସ୍ତ କରି, ଚାଷୀମାନଙ୍କୁ ଭେଟି, ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ସହ ସେମାନଙ୍କ ସମସ୍ୟା ଶୁଣିବେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଲ୍ୟାବ ଟୁ ଲ୍ୟାଣ୍ଡ’ ମନ୍ତ୍ରକୁ ପୂରଣ କରିବାରେ ପ୍ରମୁ୍ଖ ଭୂମିକା ଗ୍ରହଣ କରିବେ। ଅଭିଯାନ ପ୍ରସ୍ତୁତିର ଅଂଶ ଭାବରେ, ସେପ୍ଟେମ୍ବର ୧୫ ତାରିଖରୁ ନୂଆଦିଲ୍ଲୀର ପୁସା କ୍ୟାମ୍ପସରେ ଦୁଇ ଦିନିଆ ‘ଜାତୀୟ କୃଷି ସମ୍ମିଳନୀ – ରବି ଅଭିଯାନ ୨୦୨୫’ ଆୟୋଜନ କରାଯାଉଛି। ରବି ଫସଲ ପାଇଁ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀ କୃଷି ବିଶେଷଜ୍ଞ, ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଏବଂ ଦେଶବ୍ୟାପୀ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନଙ୍କ ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବ, ଯେଉଁଠାରେ ରବି ୨୦୨୫ – ୨୬ ପାଇଁ ବିହନ ଋତୁ ସହିତ ଜଡିତ ପ୍ରସ୍ତୁତି, ଉତ୍ପାଦନ ଲକ୍ଷ୍ୟ ଏବଂ ରଣନୀତି ଉପରେ ବ୍ୟାପକ ଆଲୋଚନା କରାଯିବ। ଏହି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଅଧ୍ୟକ୍ଷତା କରିବେ। ଏହି ଅବସରରେ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ସଚିବ, ଆଇସିଏଆର୍ ର ମହାନିର୍ଦ୍ଦେଶକ ସମେତ ଅନ୍ୟାନ୍ୟ ସଂପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ, କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ, ରବି ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି, ଯେଉଁଥିରେ ଚାଷୀମାନଙ୍କୁ ଲାଭ ପ୍ରଦାନ…
ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାକୁ ଯାଉଛି ଉତ୍ତର-ପୂର୍ବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ…
ମଣିପୁରକୁ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପ୍ରତୀକ କରିବାକୁ ପ୍ରୟାସରତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ…