ରଥଯାତ୍ରା କେବଳ ଯେ ଏକ ପର୍ବ ତାହା ନୁହେଁ, ବରଂ ଓଡ଼ିଆଙ୍କ ଭାବନା, ସମସ୍ତଙ୍କୁ ଯୋଡ଼ି ପାରୁଥିବା ଏକ ଅବସର

ଦୁବାଇରେ ରଥଯାତ୍ରା ଅନୁଷ୍ଠିତଭୁବନେଶ୍ୱର, ୨୯/୬: ଦୁବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥ…

ସତରେ କଣ ରାଜନଗରରେ ୩୦ଜଣ ବାଂଲା ଅନୁପ୍ରବେଶକାରୀ ରହିଛନ୍ତି

ସତରେ କଣ ରାଜନଗରରେ ୩୦ଜଣ ବାଂଲା ଅନୁପ୍ରବେଶକାରୀ ରହିଛନ୍ତିରାଜନଗର, ୨୯/ ୬ : କେନ୍ଦ୍ରାପଡ଼ା ଜିଲ୍ଲା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଛି…

ଗୋରୁ ମାଫିଆଙ୍କ କାରନାମା

ଗୋରୁ ମାଫିଆଙ୍କ କାରନାମାବେଗୁନିଆ, ୨୯/୬ : ଅମାନୁଷିକ, ଅମାନବୀୟ ଢଙ୍ଗରେ ବେଗୁନିଆରୁ ଦିନକୁ ଦିନ ହେଉଛି ଗୋ ଚାଲଣ  ଗଳା ବାଟ ଦେଖି ରାତି…

ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡ଼ାର ଜିଲା ସମ୍ମିଳନୀ

ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡ଼ାର ଜିଲା ସମ୍ମିଳନୀକେନ୍ଦ୍ରାପଡ଼ା, ୨୯ /୬ : ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡ଼ା ଜିଲାର ବାର୍ଷିକ ସମ୍ମିଳନୀ…

ଦେଶର ଜନଗଣନା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଘରକୁ ତାଲିକାଭୁକ୍ତ କରାଯିବ

ନୂଆଦିଲ୍ଲୀ : ଦେଶର ଜନଗଣନା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଘରକୁ ତାଲିକାଭୁକ୍ତ ଘର ଗଣନା କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ…

ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟିଥିଲେ ବି ଜିଲ୍ଲାପାଳମାନଙ୍କୁ ସ୍ଥିତି ଅନୁସାରେ ପୁଣି କଟକଣା ଲଗାଇବାକୁ କ୍ଷମତା ଦିଆଯାଇଛି

ଡେରାଡୁନ: ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ । ଉଠିଲା ୨୪ ଘଣ୍ଟିଆ କଟକଣା । ସୋମବାର ଚାରିଧାମ ଯାତ୍ରା ଉପରେ…

ପାଞ୍ଚ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ଲିଖିତ ୩୫ଟି ହାତଲେଖା ଚିଠି

ନୂଆଦିଲ୍ଲୀ: ପାଞ୍ଚ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ଲିଖିତ ୩୫ଟି ହାତଲେଖା ଚିଠି। ଏକ ନିଲାମୀରେ…

ସାତ ଦରିଆ ପାରି ଲଣ୍ଡନରେ ବି ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ

ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (SJSUK)ର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ଅପଟନ କୋର୍ଟ ପାର୍କ, ସ୍ଲାଓରେ…

ଅହମଦାବାଦରେ ଗଡ଼ିଲା ରଥ

ଅହମଦାବାଦ: ଗଡ଼ିଲା ରଥ । ପବିତ୍ର ରଥଯାତ୍ରା ଉପଲକ୍ଷେ ଅହମଦାବାଦରେ ଗଡିଲା ରଥ । ଆଜି ସକାଳେ ଅହମଦାବାଦରେ ୧୪୮ ତମ…

ନଭି ମୁମ୍ବାଇର ଖାରଘରଠାରେ ରଥଯାତ୍ରା

ନଭି ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ…