ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର…
Category: Odia News
ଭାରତର ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ‘ମେରା ଗାଁଓ ଆଜ୍’ ଧାରାବାହିକ ହେଲା ଉନ୍ମୋଚନ
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସେବା ପର୍ବ ପାଳନର ଅଂଶବିଶେଷ ଭାବରେ ଡିଡି…
ସ୍ୱତନ୍ତ୍ର ଅଭିଯାନ ୫.୦
ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ମାର୍ଗଦର୍ଶନରେ ନ୍ୟାୟ ବିଭାଗ, ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ଏବଂ କାର୍ଯ୍ୟାଳୟ ପରିସରର ସଫାସୁତୁରା…
ଇ-ବର୍ଜ୍ୟ ପରିଚାଳନା ଓ ଯାନ୍ତ୍ରିକ ସଫେଇ ଉପରେ ଗୁରୁତ୍ୱ,ଇସ୍ପାତ ମନ୍ତ୍ରଣାଳୟର ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଆରମ୍ଭ
ଇସ୍ପାତ ମନ୍ତ୍ରଣାଳୟ ଏବଂ ଏହାର ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ (PSUs) ଅକ୍ଟୋବର ୨ରୁ ଅକ୍ଟୋବର ୩୧, ୨୦୨୫ ପର୍ଯ୍ୟନ୍ତ ପାଳନ ହେବାକୁ…
ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଧାରଠାରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ (୧୭ ସେପ୍ଟେମ୍ବର-୨ ଅକ୍ଟୋବର ୨୦୨୫) ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ…
ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ଦଖଲରେ ରଖିବା ବା କ୍ରୟ କରିବାକୁ କୌଣସି ବ୍ୟକ୍ତିବିଶେଷକୁ ଅଧିକାର ଦିଆଯାଇ ନାହିଁ
ତାଳବଣିଆରେ ଥିବା ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଧାର୍ଯ୍ୟ ଅର୍ଥ ପୈଠ ପରେ ଆବେଦନକାରୀଙ୍କ…
ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନ
ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନପୁରୀ: ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନ…
ସଂସ୍କାର ବର୍ଷ – ଭବିଷ୍ୟତ ପାଇଁ ପରିବର୍ତ୍ତନ’
ପ୍ରଧାନମନ୍ତ୍ରୀ ଆଜି କୋଲକାତାରେ ୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ଏହି ସମ୍ମିଳନୀ…
ଇଞ୍ଜିନିୟର ଦିବସରେ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଇଞ୍ଜିନିୟର ଦିବସରେ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଞ୍ଜିନିୟର ଦିବସ ଅବସରରେ ଭାରତ ରତ୍ନ ସାର ଏମ୍. ବିଶ୍ୱେଶ୍ୱରାୟଙ୍କୁ ହାର୍ଦ୍ଧିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯାହାଙ୍କ ଅଗ୍ରଣୀ ଅବଦାନ ଭାରତର ଆଧୁନିକ ଇଞ୍ଜିନିୟରିଂ ଦୃଶ୍ୟପଟର ମୂଳଦୁଆ ସ୍ଥାପନ କରିଥିଲା । ଆଜି ଏକ୍ସରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଆଜି ଇଞ୍ଜିନିୟର ଦିବସରେ, ମୁଁ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଯାହାଙ୍କ ପ୍ରତିଭା ଭାରତର ଇଞ୍ଜିନିୟରିଂ ଦୃଶ୍ୟପଟରେ ଏକ ଅଲିଭା ଛାପ ଛାଡିଛି । ମୁଁ ସମସ୍ତ ଇଞ୍ଜିନିୟରମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ସେମାନଙ୍କର ସୃଜନଶୀଳତା ଏବଂ ଦୃଢ଼ ସଂକଳ୍ପ ମାଧ୍ୟମରେ, ବିଭିନ୍ନ କ୍ଷେତ୍ରରେ ନବାଚାର ଏବଂ କଠିନ ଆହ୍ୱାନର ମୁକାବିଲା ଜାରି ରଖିଛନ୍ତି । ଆମର ଇଞ୍ଜିନିୟରମାନେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୂହିକ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ଖୁବ୍ ଶୀଘ୍ର, ସମଗ୍ର ଦେଶ ନକ୍ସଲବାଦର ବିପଦରୁ ମୁକ୍ତ ହେବ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଆଜି ଝାଡ଼ଖଣ୍ଡର ହଜାରିବାଗରେ ନକ୍ସଲ ବିରୋଧୀ ଅଭିଯାନରେ ଏକ ବିଶାଳ…