ରାଇରଙ୍ଗ ପୁର ଜିଲ୍ଲା ଠାକୁରମୁଣ୍ଡା ଖଣ୍ଡ କେନ୍ଦୁଜିଆଣୀ ମଣ୍ଡଳ ରେ ରାଷ୍ଟ୍ରୀୟ ସୟଂସେବକ ସଂଘର ଶତାବ୍ଦୀ ଉଦ୍ଘାଟନ ଉତ୍ସବ ପାଳିତ

ରାଇରଙ୍ଗ ପୁର ଜିଲ୍ଲା ଠାକୁରମୁଣ୍ଡା ଖଣ୍ଡ କେନ୍ଦୁଜିଆଣୀ ମଣ୍ଡଳ ରେ ରାଷ୍ଟ୍ରୀୟ ସୟଂସେବକ ସଂଘର ଶତାବ୍ଦୀ ଉଦ୍ଘାଟନ ଉତ୍ସବ ପାଳିତ
~~~~~~~~~
ରାଇରଙ୍ଗ ପୁର ଜିଲ୍ଲା ଠାକୁରମୁଣ୍ଡା ଖଣ୍ଡ କେନ୍ଦୁଜିଆଣୀ ମଣ୍ଡଳ ରେ ଗତ ତା ୨୬/୦୯/୨୫ରିଖ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଜିଆଣୀ ରେ ରାଷ୍ଟ୍ରୀୟ ସୟଂ ସେବକ ସଂଘ ର ଶତାବ୍ଦୀ ଉଦ୍ଘାଟନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓଡିଶା ପୂର୍ବ ର ପ୍ରାନ୍ତ ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ମନୀନ୍ଦ୍ର ସୁନ୍ଦର୍ ଦାସ ମହୋଦୟ ଯୋଗ ଦେଇ “ସଂଘ ର ଶହେ ବର୍ଷ ଯାତ୍ରା ରେ ବ୍ୟକ୍ତି ନିର୍ମାଣ ରୁ ରାଷ୍ଟ୍ର ନିର୍ମାଣ “ସମ୍ପର୍କ ରେ ବକ୍ତବ୍ୟ ରଖି ଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ମହୋଦୟ “ଦେଶର ଖରାପ୍ ସମୟ ରେ ରାଷ୍ଟ୍ରୀୟ ସୟଂ ସେବକ ସଂଘ ର ଭୂମିକା” ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସମରସତା ପ୍ରମୁଖ ପର୍ଶୁରାମ ମହାନ୍ତ ପରିଚୟ ପ୍ରଦାନ କରିଥିଲେ ା କେନ୍ଦୁଜିଆଣୀ ଶିଶୁ ବିଦ୍ୟା ମନ୍ଦିର ଠାରୁ କେନ୍ଦୁ ଜିଆଣୀ ବଜାର ପର୍ଯ୍ୟନ୍ତ ସଞ୍ଚଳନ ହୋଇ ଥିଲା। ଏଥିରେ 365 ଜଣ ସୟଂସେବକ ଯୋଗ ଦେଇ ଥିଲେ ା

Leave a Reply

Your email address will not be published. Required fields are marked *