ଡକ୍ଟର ଯଶୱନ୍ତ ସିଂହ ପରମାର

ଡକ୍ଟର ଯଶୱନ୍ତ ସିଂହ ପରମାରଙ୍କୁ “ହିମାଚଳ ନିର୍ମାତା” ଏବଂ ଆଧୁନିକ ହିମାଚଳ ପ୍ରଦେଶର ସ୍ଥାପତି ଭାବେ ସମ୍ମାନର ସହ ସ୍ମରଣ କରାଯାଏ।…

ଜଟଣୀରେ ବିଶ୍ୱହିନ୍ଦୁ ପରିଷଦର ୬ ଘଣ୍ଟିଆ ବନ୍ଦ ପାଳନ

ଜଟଣୀ ପୌରାଞ୍ଚଳର ସୀତାରାମ ଛକ ନିକଟସ୍ଥ ବାଲୁଙ୍କେଶ୍ୱର ମନ୍ଦିରରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ମଦ ଦୋକାନ ଖୋଲାଯାଇଥିବାର ପ୍ରତିବାଦରେ…

ଆନିମେଶନ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ବଢ଼ିଛି

ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି), ଓଡ଼ିଶା ପକ୍ଷରୁ ସିନେମା ହଲ୍ ପରିଚାଳକମାନଙ୍କୁ ଫିଲ୍ମଟି ପ୍ରଦର୍ଶନ ନ କରିବାକୁ ଅନୁରୋଧ କରାଯାଇଛି। ପୁରୀ…

ଆମ ପରିବାର-ସମର୍ଥ ପରିବାର

ଆମ ପରିବାର-ସମର୍ଥ ପରିବାର ମଣିଷ ଏକା ରହେ ନାହିଁ। ନିଜର ଆବଶ୍ୟକତା ପୂରଣ କରିବା ଏବଂ ସୁରକ୍ଷା ପାଇବା ପାଇଁ ମଣିଷ…

Sanskrutikajagaran August-2026

Posted by SANSKRUTIK JAGARA at 03:27 

ଭଦ୍ରକରେ ବନ୍ୟା : ସ୍ୱୟଂସେବକମାନଙ୍କ ଦ୍ଵାରା ଶୁଖିଲାଖାଦ୍ୟ ବଣ୍ଟନ

ଭଦ୍ରକରେ ବନ୍ୟା : ସ୍ୱୟଂସେବକମାନଙ୍କ ଦ୍ଵାରା ଶୁଖିଲାଖାଦ୍ୟ ବଣ୍ଟନଭଦ୍ରକ :  ଲଘୁଚାପ ବର୍ଷାରେ ସାଳନ୍ଦୀ ନଦୀରେ  ପ୍ଜବଳ ବନ୍ୟା ଜଳ ପ୍ରବାହିତ…

ଜନତା,ଜନଜାଗରଣ ଓ ଗଣମାଧ୍ୟମ

ଜନତା,ଜନଜାଗରଣ ଓ ଗଣମାଧ୍ୟମ ବର୍ତ୍ତମାନ ଭାରତ ସରକାରଙ୍କ ତରଫରୁ ଜନଗଣନା ସାରା ଦେଶରେ ଚାଲିଛି । ଓଡିଶାରେ ମଧ୍ୟ ଚାଲିଛି ।…

ସାମାଜିକ ସମରସତାର ଆହ୍ୱାନ

ସାମାଜିକ ସମରସତାର ଆହ୍ୱାନଯେତେବେଳେ ଉଚ୍ଚନୀଚ୍ଚ ଜାତିଭେଦ କଥା ଆସେ ତାହା କେବଳ ହିନ୍ଦୁ ସମାଳରେ ଅଛି ବୋଲି ସମସ୍ତେ ଜାଣନ୍ତି ।…

କୌଣସି ପରିସ୍ଥିତିରେ ଆମର ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଛାଡିବ ନାହିଁ-ମୁଖ୍ୟମନ୍ତ୍ରୀ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଉପରେ ଆଧାରିତ “ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: ବ୍ୟକ୍ତି ଏବଂ କୃତ୍ତିତ୍ୱ” ପୁସ୍ତକର ଉନ୍ମୋଚନ ଉତ୍ସବରେ…

କନ୍ଧମାଳ ଜିଲ୍ଲାର ସୁରକ୍ଷା , ବିକାଶ, ମହିଳା ଶିକ୍ଷାର ପ୍ରୋତ୍ସାହନ ତଥା ସମାଜର ସମସ୍ତ ବର୍ଗକୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱାମୀଜୀ ପ୍ରୟାସ କରିଥିଲେ । ସ୍ୱାମୀଜୀଙ୍କ ଅତୁଳନୀୟ ଅବଦାନ ଓଡ଼ିଶାର ସମୃଦ୍ଧି ଏବଂ ଏକ ବିକଶିତ ଭାରତ ନିର୍ମାଣକୁ ମାର୍ଗଦର୍ଶନ କରିବ।

ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମ ଠାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ପକ୍ଷରୁ ମଙ୍ଗଳବାର ଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ…