ବନ୍ୟା ରେ ପୀଡ଼ିତ ଥିବା ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲା ସେବା ଭାରତୀ ତରଫରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଯୋଜନା ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଖଣ୍ଡ କରଡ଼ାକଣା ଗାଁ ରେ ସ୍ଵୟଂସେବକ ଭାଇ ମାନେ ଶୁଖିଲା ଖାଦ୍ଯ (ଚାଉଳ ,ଡାଲି , ତେଲ, ଲୁଣ, ମହମବତୀ, ଚୁଡ଼ା ,ଗୁଡ଼ ଏବଂ ବିସ୍କିଟ୍ )ବଣ୍ଟନ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶେରଗଡ଼ ଖଣ୍ଡ ତରଫରୁ କରଡ଼ାକଣାର ୧୬୦ଘରକୁ ସହାୟତା ଯୋଗାଇ ଦିଆଯାଇଛି