Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Contributor, Author at ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା - Page 320 of 356

ଭାରତ ହିଁ ବିଶ୍ୱର ହୃଦୟ

ଜୟପୁର: ପୁରୀ ଗୋବର୍ଧନ ମଠର ପୀଠାଧୀଶ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଜୟପୁର ଆଗମନ ଏବଂ ପ୍ରବାସ ଅବଶୋରରେ…

ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତୀ ଭାଙ୍ଗିଲେ ଦୁର୍ବୃତ

ଢାକା : ବାଂଲାଦେଶରେ ପୁଣି ହିନ୍ଦୁ ବିଦ୍ୱେଶୀ ଆକ୍ରମଣ । ମନ୍ଦିର ଭିତରେ ପଶି ଭାଙ୍ଗିଲେ ହିନ୍ଦୁ ଦେବାଦେବୀଙ୍କ ମୂର୍ତି ।…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ: ଡେଲାଙ୍ଗ ଷ୍ଟେସନ୍ ବଜାର ଭାରତୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ…

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ -ଫେବୃଆରୀ ୧୪କୁ “କାଓ ହଗ୍ ଡେ’ ଭାବରେ ପାଳନ କରନ୍ତୁ

ନୂଆଦିଲ୍ଲୀ : ଏଥର ଫେବ୍ରୁଆରୀ ୧୪କୁ କାଓ ହଗ୍ ଡେ(ଉକ୍ଟଙ୍ଗ ଐଙ୍କଶ ଊବଚ୍ଚ) ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି…

୬୧ଗୋରୁ ଉଦ୍ଧାର, ୭ କୋର୍ଟଚାଲାଣ

କରଞ୍ଜିଅ: ଦୀର୍ଘବର୍ଷ ଧରି ରରୁଆଁ ଅଂଚଳ ରୁ ହଜାର ହଜାର ସଂଖ୍ୟା ରେ ଗୋରୁ ବିଭିନ୍ନ ଚୋରା ରାସ୍ତା ଦେଇ ବିହାର…

ତୁର୍କୀକୁ ଭାରତର ସହଯୋଗ

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବର୍ତମାନ ସୁଦ୍ଧା ୧୦ ହଜାରରେ ପହଁଚିଛି । ଏହି…

ସାଧୁତାର ପରିଚୟ

ଢ଼େଙ୍କାନାଳ:ଆଜି ବି ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଶୁଣିଲେଟିକେ ଖୁସି ଲାଗେ । ଯେମିତି ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇ…

ଚାଇନା ଗୁପ୍ତଚର ବେଲୁନ ବିଷୟରେ ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ଚାଇନା ଗୁପ୍ତଚର ବେଲୁନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି । ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଚାଇନା…

ଭାରତକୁ ଆସୁଥିବା ୧୯୦ ହିନ୍ଦୁଙ୍କୁ ସୀମାରେ ଅଟକାଇଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନରେ ଧର୍ମ ଭିତିରେ ଭେଦଭାବ ଓ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ସଂଖ୍ୟାଲଘୁ ହିନ୍ଦୁମାନେ ସୁଯୋଗ ପାଇଲେ କିପରି ଭାରତକୁ…

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଦିନକୁ ଦିନ ଖାଲି ହୋଇଚାଲିଛି

ନୂଆଦିଲ୍ଲୀ: ଆର୍ଥିକ ସଂକଟରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଏବେ ସୁଧୁରିବା ପରି ମନେ ହେଉନାହିଁ । ପାକିସ୍ତାନର ବୈଦେଶିକ ମୁଦ୍ରା…