କୋଇଲିପଙ୍ଗିରୁ ୨୫ ଗୋମାତା ଉଦ୍ଧାରଢେଙ୍କାନାଳ: ସହର ଥାନା ଭାପୁର ଫାଣ୍ଡି ପୁଲିସ ଗତକାଲି ରାତିରେ ଗୋରୁଚାଲାଣ ହେଉଥିବା ଏକ ଗାଡ଼ିର ପିଛା…
Month: November 2024
ବଜରଙ୍ଗ ଦଳ ପରିଚୟ ବର୍ଗ କାର୍ଯ୍ୟକ୍ରମ
ବଜରଙ୍ଗ ଦଳ ପରିଚୟ ବର୍ଗ କାର୍ଯ୍ୟକ୍ରମବୋଲଗଡ଼): ବୋଲଗଡ଼ ସରସ୍ବତୀ ଶିଶୁ ମନ୍ଦିର ଠାରେ ବଜରଙ୍ଗ ଦଳ ପରିଚୟ ବର୍ଗ ଏବଂ ବିଶ୍ଵ…
ମହାରାଷ୍ଟ୍ରର କାହାଣୀ
-ରବି ନାରାୟଣ ପଣ୍ଡାହରିଆଣା ଭଳି ମହାରାଷ୍ଟ୍ରରେ ଭାଜପା କୁ ଅପ୍ରତ୍ୟାଶିତ ବିଜୟ ମିଳିଛି । ଲଗାତାର ତୃତୀୟ ବିଜୟ ମିଳିଛି, ଯାହା…
୪୫ ଗୋରୁ ଉଦ୍ଧାର, ୪ଜଣ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଓ ଗୋସେବକଙ୍କ ସହାୟତାରେ ଚାଲାଣ ନିଆଯାଉଥିବା ୪୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହାସହ ୪ଜଣଙ୍କୁ…
ସପ୍ତରଥୀ ଶୈଳୀରେ ବୁଦ୍ଧନାଥ ମନ୍ଦିର
ସପ୍ତରଥୀ ଶୈଳୀରେ ବୁଦ୍ଧନାଥ ମନ୍ଦିରବାଲିପାଟଣା: ବାଲିପାଟଣା ଅଞ୍ଚଳର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ବୁଦ୍ଧନାଥ ଦେବ ମନ୍ଦିର ସପ୍ତରଥୀ ଶୈଳୀରେ ନିର୍ମିତ…
ସାମୁଦ୍ରିକ ବର୍ଜ୍ୟବସ୍ତୁରୁ ବାୟୋପ୍ଲାଷ୍ଟିକ ପ୍ରସ୍ତୁତ କଲେ ଓଡ଼ିଆ ବୈଜ୍ଞାନିକ
ସାମୁଦ୍ରିକ ବର୍ଜ୍ୟବସ୍ତୁରୁ ବାୟୋପ୍ଲାଷ୍ଟିକ ପ୍ରସ୍ତୁତ କଲେ ଓଡ଼ିଆ ବୈଜ୍ଞାନିକ୧୦ କୋଟିର ଷ୍ଟାର୍ଟଅପ୍ ପାଇଁ ନିବେଶକଙ୍କୁ ଅପେକ୍ଷାବାଲେଶ୍ଵର: ସାମୁଦ୍ରିକ ବର୍ଜ୍ୟବସ୍ତୁରୁ ପ୍ଲାଷ୍ଟିକ ପ୍ରସ୍ତୁତ…
ନଦୀ ଓ ବନ ସୁରକ୍ଷାର ଉପାୟ
ଦେଶର ସମସ୍ତ ରାଜ୍ୟର ନଦୀଜଳ ପ୍ରବାହ ଅଣ ମୌସୁମୀ ଋତୁରେ ୯୦% ହ୍ରାସ ପାଇଛି। ଏହାର କାରଣ ୯୫% ପର୍ବତରେ ମୂଲ୍ୟବାନ…
ଅଟୋ ଚାଳକଙ୍କ ମହନୀୟତା
ଅଟୋ ଚାଳକଙ୍କ ମହନୀୟତାଚନ୍ଦ୍ରଶେଖରପୁର: ଏବେବି ବଞ୍ଚିରହିଛି ମାନବିକତା। ଅନେକ ସମୟରେ ଅଟୋରେ ଯାଉଥିବା ସମୟରେ ଜିନିଷ ଚୋରି ହେବାର ନଜିର ରହିଛି।…
ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ଗୋଶାଳାକୁ ସହାୟତା ପ୍ରଦାନ
ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ଗୋଶାଳାକୁ ସହାୟତା ପ୍ରଦାନଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ…
ରାଷ୍ଟ୍ରୀୟ ଜିଏମ୍ ନୀତି ସମ୍ବନ୍ଧରେ ଭାରତୀୟ କିସାନ୍ ସଂଘ ର ସାରା ଦେଶରେ ଜନଜାଗରଣ ଅଭିଯାନ
ନୂଆଦିଲ୍ଲୀ -ରାଷ୍ଟ୍ରୀୟ ଜିଏମ ନୀତି ସମ୍ବନ୍ଧରେ ଦେଶବ୍ୟାପୀ ଜନସଚେତନତା ଅଭିଯାନର ଏକ ଅଂଶ ଭାବରେ ଭାରତୀୟ କିସାନ ସଂଘ ସମସ୍ତ ଲୋକସଭା…