ବ୍ରହ୍ମପୁର: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସଂଚାଳନା କରାଯାଇଥିବା ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ପରୀକ୍ଷାଫଳ ଚଳିତ ବର୍ଷ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ଜେଇଇ (ମେନ୍) – ୨୦୨୩ ଅନ୍ଲାଇନ୍ ପରୀକ୍ଷା ତା.୨୪- ୦୧-୨୦୨୩ ରିଖରୁ ଆରମ୍ଭ ହୋଇ ୦୧-୦୨-୨୦୨୩ ରିଖ ପର୍ଯ୍ୟନ୍ତ ହୋଇଥିଲା । ଏହି ପରୀକ୍ଷା ନିମନ୍ତେ ୮ ଲକ୍ଷ ୬୦ ହଜାର ୬୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୮ ଲକ୍ଷ ୨୩ ହଜାର ୯୬୭ ଜଣ ପରୀକ୍ଷା ଦେଇଥିଲେ । ଜେନଇଇ ମେନ୍ ଲାଗି ୨୮୭ଟି ସହରରେ ୫୭୪ଟି ପରୀକ୍ଷା କେନ୍ଦ୍ର ହୋଇଥିଲା ।ପ୍ରକାଶଯୋଗ୍ୟ, ସରସ୍ୱତୀ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର, ବ୍ରହ୍ମପୁରରୁ ଜେଇଇ(ମେନ୍) ପରୀକ୍ଷାରେ ସର୍ବୋତମ ପାରଦର୍ଶିତା ପ୍ରଦର୍ଶନ କରି ପୂର୍ବ ଗୌରବକୁ ବଜାୟ ରଖିଛନ୍ତି । ସର୍ବୋକ୍ରୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୦ ପର୍ସେଂଟାଇଲ୍ରୁ ଊଦ୍ଧ୍ୱର୍ ୪୨ ଜଣ ଛାତ୍ରଛାତ୍ରୀମାନେ ହେଲେ ସୌମିକ୍ ସାହୁ ୯୯.୮୭, ଓମ୍ ଶ୍ୱସ୍ତିକ ପଣ୍ଡା ୯୯.୬୧, ଯଜ୍ଞସାଇ ସାହୁ ୯୯.୫୫, ନିହାର ରଞ୍ଜନ ଦାଶ ୯୮.୬୫, ଯନ୍ମେଜୟ ସାହୁ ୯୮.୪୯, ଆଦର୍ଶ ନାୟକ ୯୮.୪୭, ଶୁଭଙ୍କର ଚୌଧୁରୀ ୯୮.୪୦, ଆଶୁତୋଷ ପଣ୍ଡା ୯୭.୯୯, ବି.ବିଶ୍ୱଜିତ୍ ପାତ୍ର ୯୭.୭୧, ଉନ୍ମେଷ ଗୌତିମା ବେହେରା ୯୭.୫୮, ସଂଚିତା ପି୍ରୟଦର୍ଶିନୀ ୯୭.୫୮, ଏସ୍. ଅର୍ସିତ୍ ୯୭.୩୫, ଦେବେନ୍ କୁମାର ସାହୁ ୯୭.୦୩, ଗାୟତ୍ରୀ ପାଢ଼ି ୯୬.୯୮, ଶ୍ରେଷ୍ଠାଳୀ ବିଶ୍ୱାଳ ୯୬.୫୧, ଓମ୍ପ୍ରସାଦ ସାହୁ ୯୬.୪୦, ସୁମନ ନାୟକ ୯୬.୨୯, ଶୁଭାଶିଷ ପ୍ରଧାନ ୯୬.୦୦, ରିତିକା ପାଢ଼ୀ ୯୫.୬୦, ହୃଷୀକେଶ କର ୯୫.୫୯, ପି.ସାଇ କିଶାନ ୯୫.୧୧, ଭେଦାନ୍ତ ନିଗମ ସାହୁ ୯୪.୯୬, ଆରୁଲାଲ୍ ସେନାପତି ୯୪.୯୨, ତପନ କୁମାର ପ୍ରଧାନ ୯୪.୭୪, ସନ୍ତୋଷ ସାମଲ ୯୪.୬୯, ଅଭିଶେକ ସାହୁ ୯୪.୬୩, ସାଇସୁମନ ଦାଶ ୯୩.୮୨, ତପନ କୁମାର ମହାନ୍ତ ୯୩.୫୫, ସି.ଗଣେଶ୍ୱର ରାଓ ୯୩.୫୫, ଆଶିଷ କୁମାର ମିଶ୍ର ୯୩.୫୦, ସ୍ୱସ୍ତିକ ସୁମନ ପାଢ଼ି ୯୩.୨୨, ଜଗଦିଶ ତନୟ ଚୌଧୁରୀ ୯୩.୨୨, ପ୍ରୀତିପ୍ରଜ୍ଞା ପଣ୍ଡା ୯୩.୧୮, ଆଦିତ୍ୟ କୁମାର ପ୍ରଧାନ ୯୩.୦୧, ନିଖିଳ କୁମାର ଦଳାଇ ୯୨.୬୧, ଆଦିତ୍ୟ ପଣ୍ଡା ୯୨.୦୭, କେ. ବିକ୍ରମ ୯୨.୦୭, ବିନୟ କୁମାର ସାହୁ ୯୧.୩୮, ଆଦିତ୍ୟପ୍ରସାଦିନୀ ପ୍ରଧାନ ୯୧.୩୩, ପୂଜାରାଣି ରାଉତ ୯୦.୭୮, ବନ୍ଦନା ତି୍ରପାଠୀ ୯୦.୨୮, ଶ୍ରେୟା ମହାପାତ୍ର ୯୦.୦୯ ପର୍ସେଟାଂଇଲ୍ ରଖି ଛାତ୍ରଛାତ୍ରୀ ଭାରତର ସର୍ବୋକ୍ରୃଷ୍ଟ ବୈଷୟିକ ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଏହି ସଫଳତା ପାଇଁ ଆମ୍ଭ କୋଚିଂ ଡିଭିଜନ୍ର ଅଭିଜ୍ଞ ଶିକ୍ଷକମାନଙ୍କର ପ୍ରଚେଷ୍ଟାକୁ ଶ୍ରେୟ ଦିଆଯାଉଛି । ପ୍ରାଧ୍ୟାପକ ଶ୍ରୀ ଗଙ୍ଗାଧର ପରିଡ଼ା, ଶ୍ରୀ ଆଲୋକ ବଳ, ଶ୍ରୀ ଅନିଲ କୁମାର ବିଶ୍ୱାଳ, ଶ୍ରୀ ସରୋଜ କୁମାର, ଶ୍ରୀ ନାଗେସ୍ ବାବୁ, ଶ୍ରୀ ସୁନିଲ୍ କୁମାର, ଶ୍ରୀ କଲ୍ୟାଣ ଚକ୍ରବର୍ତୀ, ଶ୍ରୀ କେ.ରଜନୀକାନ୍ତ, ଶ୍ରୀ ରାଜେନ୍ଦ୍ର କୁମାର ନାୟକ, ଶ୍ରୀ କି୍ରଷ୍ଣାମାରାଜୁ ଗୋଲାପଲୀ, ଶ୍ରୀ ପ୍ରଶାନ୍ତ ସାହୁ, ଶ୍ରୀ ସନ୍ତୋଷ କୁମାର ପଣ୍ଡା, ଶ୍ରୀ ରାଜେଶ ଜୟସ୍ୱାଲ୍, ଶ୍ରୀ ପ୍ରତାପ କୁମାର ପାତ୍ର, ଶ୍ରୀ ଜି. ସୁରେଶ, ଶ୍ରୀ ରମେଶ କୁମାରଙ୍କର ଉତ୍ସର୍ଗୀକୃତ ଶିକ୍ଷାଦାନ ପ୍ରଣାଳୀ ଦ୍ୱାରା ଏହି ସଫଳତା ପ୍ରାପ୍ତ ହୋଇଛି ।ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ଏବଂ କଠୋର ପରିଶ୍ରମ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଏହି ସଫଳତା ପାଇଁ ବହୁ ଅଭିଭାବକଙ୍କ ସମେତ ପରିଚାଳନା କମିଟିର ସଭାପତି ଡ. ଜିବାନନ୍ଦ ତି୍ରପାଠୀ, ଉପସଭାପତି ଶ୍ରୀ ରବିନ୍ଦ୍ରନାଥ ଜେନା, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମସମ୍ପାଦକ ଶ୍ରୀ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତୀ ପ୍ରଣତୀ ସାମଲ, ସଦସ୍ୟା ଶ୍ରୀମତୀ ବାସନ୍ତୀ ବେହେରା, ଉପଦେଷ୍ଟାମଣ୍ଡଳୀରେ ଥିବା ସମସ୍ତ କର୍ମକର୍ତା, ଅଧ୍ୟକ୍ଷ ଶ୍ରୀ ଏସ୍.ମୋହନ ରାଓ, ପ୍ରାଧାନାଚାର୍ଯ୍ୟ ଶ୍ରୀ ଊମାଧବ ମହାନ୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବ୍ରତ କୁମାର ପାଣିଗ୍ରାହୀ, କୋଚିଂ ଡିଭିଜନ୍ର ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।