Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Others Archives - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶାର ବରଗଡ ସହରରେ ଜାତୀୟ ପତାକାକୁ ଅବମାନନା

ବରଗଡ-ମହମ୍ମଦ ଜୟନ୍ତୀ ଅବସରରେ ଓଡିଶାର ବରଗଡ ସହରରେ ମୁସଲମାନମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବ୍ୟବହାର କରାଯାଇଥିବା ଜାତୀୟ…

ଭୁବନେଶ୍ୱରର ଜନପଥରେ କିଛି ମୁସଲମାନ ଯୁବକ ତାଲିବାନୀ ଷ୍ଟାଇଲରେ ଗାଡି ଚଳାଇ ଆତଙ୍କ ସୃଷ୍ଟି କଲେ

ଭୁବନେଶ୍ୱର:ପାକିସ୍ତାନ କି ଆଫଗାନିସ୍ଥାନ ନୁହେଁ । ରାଜଧାନୀ ଭୁବନେଶ୍ୱରର ଜନପଥରେ କିଛି ମୁସଲମାନ ଯୁବକ ତାଲିବାନୀ ତାଲିବାନୀ ଷ୍ଟାଇଲରେ ବେପାରୁଆ ଭାବେ…

ଭାରତୀୟ କିଷାନ ସଂଘର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗୀର : ବଲାଙ୍ଗିର ର ଅର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଶାନ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଡ. ଶଶି…

ବିଶ୍ୱ ହିନ୍ଦୁ ପରିଷଦ ଗୋପ ପ୍ରଖଣ୍ଡର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ଗୋପ: ବିଶ୍ୱ ହିନ୍ଦୁ ପରିଷଦ ଓଡିଶା, ପୁରୀ ଜିଲ୍ଲାର ଗୋପ ପ୍ରଖଣ୍ଡ ପକ୍ଷରୁ ୬୦ ତମ ପ୍ରତିଷ୍ଠା ଦିବସ ଗୋପ ଅଖଣ୍ଡଳେଶ୍ୱର…

ସାରା ଦେଶର ମେଡ଼ିକାଲ୍ କଲେଜରେ ସ୍ଥାପିତ ହେବ ତମାଖୁ ନିଷେଧ କେନ୍ଦ୍ର, ଏନ୍‌ଏମ୍‌ସି ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ଚିକିତ୍ସା ଆୟୋଗ(ଏନ୍‌ଏମ୍‌ସି) ଦେଶସାରାର ମେଡ଼ିକାଲ୍ କଲେଜରେ ତମାଖୁ ନିଷେଧ କେନ୍ଦ୍ର(ଟିସିସି) ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…

କାକଟପୁର ପୋଲିସ୍ ଦ୍ୱାରା ୨୮ ଚୋରା ବାଛୁରୀ ଉଦ୍ଧାର

କାକଟପୁର: ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ କାକଟପୁର ବାଙ୍କେଶ୍ୱର ଠାରେ ବେଆଇନ ଗୋଚାଲାଣ ହେଉଥିବାରେ ଖବର ପାଇଁ କାକଟପୁର…

ବନବାସୀଙ୍କୁ ରୋଜଗାର ଯୋଗାଉଛି ଜଙ୍ଗଲୀ ଛତୁ ନିଅଣ୍ଟିଆ ବର୍ଷା, ଆଗେଇ ପାରୁନି ଚାଷକାର୍ଯ୍ୟ

ବାଂଶପାଳ : ବଣପାହାଡଘେରା କେନ୍ଦୁଝର ଜିଲ୍ଲାର ପାରମ୍ପରିକ ବନବାସୀ ବନ୍ୟଜାତ ସାମଗ୍ରୀ ଉପରେ ନିର୍ଭର କରି ବର୍ଷତମାମ୍ ସେମାନଙ୍କ ଜୀବୀକା ନିର୍ବାହ…

ରାଣୀଙ୍କ ନାକଚଣା ବିକ୍ରିଲବ୍ଧ ଅର୍ଥରେ ନିର୍ମିତ ‘ନାକଚଣା ଦ୍ୱାର’!

ପୁରୀ : ମହାପ୍ରଭୁ ରଥାରୂଢ଼ ହୋଇ ନବଦିନ ବ୍ୟାପୀ ଜନ୍ମବେଦିକୁ ଆସିବା ବେଳେ ଗୁଣ୍ଡିଚାମନ୍ଦିରର ସିଂହଦ୍ୱାର ବାଟେ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ…

ରଥ ଉପରେ ମୋବାଇଲ ମନା, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଆଡ଼ପ ପହଣ୍ଡି ବେଳେ ଚାରମାଳରେ ବଡ ଠାକୁର ଶ୍ରୀ ବଳଭଦ୍ର ପଡିବା ଘଟଣାରେ ପ୍ରତିକ୍ରିୟା ରଖି ନବନିଯୁକ୍ତ ଶ୍ରୀମନ୍ଦିର…

ସରସ୍ୱତୀ ଶିଶୁମନ୍ଦିରରେ ସମ୍ଭାଗସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣବର୍ଗ

ବଲାଙ୍ଗିର – ବଲାଙ୍ଗିର କଲେଜଛକ ସରସ୍ୱତୀ ଶିଶୁ ମନ୍ଦିରରେ ସମ୍ଭାଗ ସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ମାନଙ୍କୁ ନେଇ ଏକ ଚାରି ଦିବସୀୟ…