ନୂଆଦିଲ୍ଲୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଶନିବାର ଅନୁକମ୍ପା ରାଶି ଘୋଷଣା କରିଛି। ପ୍ରାଣ ହରାଇଥିବା…
Category: Odia News
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଯିବା ଆଶା କରାଯାଉଛି
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)…
ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ। ଏହାଦ୍ୱାରା କୋଟି କୋଟି…
ମୋତେ ପାକିସ୍ତାନୀ କୁହନ୍ତୁ ନାହିଁ, ମୁଁ ଜଣେ ଭାରତୀୟ। ମୁଁ ଭାରତରେ ରହିବାକୁ ଚାହେଁ
ରେଲି: ଉତ୍ତର ପ୍ରଦେଶର ବରେଲିରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଚାଲିଥିବା ‘ଅପରେଶନ ଖୋଜ’ ସମୟରେ ପୋଲିସ ଜଣେ ମହିଳାଙ୍କ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା…
ପାଞ୍ଚ ନକ୍ସଲ ଗିରଫ, ଆମେରିକା ନିର୍ମିତ ରାଇଫଲ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ
ବିଶ୍ରା: ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ପୁଲିସ ନିଷିଦ୍ଧ ସଂଗଠନ ଟିଏସ୍ପିସି(ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି)ର ମୋଷ୍ଟ ୱାଣ୍ଟେଡ୍ ଏରିଆ…
ଚୀନ୍ର ଏକ ପଦକ୍ଷେପ ବିଶ୍ୱର ବହୁଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି
ନୂଆଦିଲ୍ଲୀ:: ଚୀନ୍ର ଏକ ପଦକ୍ଷେପ ବିଶ୍ୱର ବହୁଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଏଥି ପାଇଁ ଚୀନ୍ ବହୁ ବର୍ଷ ଧରି…
ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସ ଗଣରାଜ୍ୟ, କାନାଡା ଓ କ୍ରୋଏସିଆ ଗସ୍ତ
ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ କ୍ରୀଷ୍ଟୋଡୋଲିଡେସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫-୧୬ ଜୁନ୍, ୨୦୨୫ ମଧ୍ୟରେ ସାଇପ୍ରସକୁ ସରକାରୀ ଗସ୍ତରେ ଯିବେ । ଦୁଇ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଇପ୍ରସ ଗସ୍ତ ହେବ । ନିକୋସିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଷ୍ଟୋଡୋଲିଡେସ୍ଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟାପାର ଜଗତର ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘ ସହିତ ଭାରତର ଭାଗିଦାରୀକୁ ମଜବୁତ୍ କରିବା ପାଇଁ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ନିଶ୍ଚିତ କରିବ । ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ଜୁନ୍ ମଧ୍ୟରେ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ କ୍ରମାଗତ ଷଷ୍ଠ ଥର ପାଇଁ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି-୭ ନେତୃବୃନ୍ଦଙ୍କୁ, ଅନ୍ୟାନ୍ୟ ଦେଶର ନେତା ସମୂହ ଏବଂ ଆନ୍ତର୍ଜାତିକ ସଙ୍ଗଠନ ଗୁଡ଼ିକର ମୁଖ୍ୟଙ୍କ ସହ ଶକ୍ତି ସୁରକ୍ଷା, ପ୍ରାଦ୍ୟାଗିକୀ ଏବଂ ନବାଚାର, ବିଶେଷ କରି ଏଆଇ-ଏନର୍ଜି ମେଣ୍ଟ ଏବଂ କ୍ୱାଣ୍ଟମ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବେ । ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଲୋକଙ୍କୁ ବଞ୍ଚାଇବାର ପ୍ରୟାସ ବିଫଳ ହୋଇଛି କାରଣ ବିମାନରେ ଥିବା ୧.୨୫ ଲକ୍ଷ ଲିଟର ଇନ୍ଧନ ଜଳିବା ଯୋଗୁଁ ତାପମାତ୍ରା ଅତ୍ୟଧିକ ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ଲୋକଙ୍କୁ ବଞ୍ଚାଇବାର ପ୍ରୟାସ ବିଫଳ ହୋଇଛି…
କ୍ରୁ ମେମ୍ବର ଥିଲେ NCP ନେତାଙ୍କ ବୋହୂ
ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨…