ନୀଳଗିରି ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନୀଳଗିରି ରଥଯାତ୍ରାରେ ସେବାକାର୍ଯ୍ୟ

ଏବିଭିପି ପକ୍ଷରୁ ସେବାକାର୍ଯ୍ୟ
ନୀଳଗିରି, ୧/୨; ନୀଳଗିରି ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନୀଳଗିରି ରଥଯାତ୍ରାରେ ସେବାକାର୍ଯ୍ୟ କରାଯାଇଛି। ଏବିଭିପି ଜଳ ବିତରଣ ସହ ଆବର୍ଜନା ସଫେଇ ଓ ଭକ୍ତଙ୍କୁ ସହାୟତା କରିଛି । ଏଥିରେ ନଗର ସଭାପତି ଅକ୍ଷୟ କମାର ପାଣିଗ୍ରାହୀ ଏବଂ ବିଭାଗ ସଂଯୋଜିକ ସଂଜୀବ କୁମାର ମହାରଣା ଓ ନଗର ଉପସଭାପତି ଜ୍ଞାନରଞ୍ଜନ ବେହେରାଙ୍କ ସହ ନଗର ସଂପାଦକ ସୁଶାନ୍ତ କୁମାର ନାୟକ, , ଉମାକାନ୍ତ ଦାସ, ଅବିନାଶ ନାୟକ, ଏମ ପ୍ରକାଶ ରଥ, ତନ୍ମୟ ରଞ୍ଜନ ସାମଲ, କିମତ ସିଂ, ଗଣେଶ୍ବର ମୁଦୁଲି, ମାଇମତ୍ୟ ପ୍ରକାଶ ପ୍ରଧାନ, ଗୋବିନ୍ଦ ବେହେରା, ଲକ୍ଷ୍ମୀଧର ବେହେରା, ଆଶିଷ ଜେନା, ପ୍ରଶାନ୍ତ ଜେନା, ଚନ୍ଦନ ଜେନା, ରାକେଶ ବାରିକ, ଓମପ୍ରକାଶ ବାରିକ, ରବୀନ୍ଦ୍ର ବେହେରା, ଅକ୍ଷୟ ବେଜେରା ପ୍ରମୁଖଙ୍କ ମନ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *