नई दिल्ली. गृह मंत्रालय ने गुरुवार को कश्मीर में जन्मे एजाज अहमद अहंगर उर्फ अबू उस्मान…
Category: Odia News
ଅଯୋଧ୍ୟା ରାମ ମନ୍ଦିରରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠା ପାଇବ ତାହା ପାଇଁ କର୍ଣ୍ଣାଟକ, ଓଡ଼ିଶା ଏବଂ ମହାରାଷ୍ଟ୍ରରୁ ପ୍ରସ୍ତର ନିଆଯିବ
ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରରେ ଯେଉଁ ମୂର୍ତ୍ତି ପ୍ରତିଷ୍ଠା ପାଇବ ତାହା ପାଇଁ କର୍ଣ୍ଣାଟକ, ଓଡ଼ିଶା ଏବଂ ମହାରାଷ୍ଟ୍ରରୁ ପ୍ରସ୍ତର…
ପାକ୍ ରାଷ୍ଟ୍ରାଧ୍ୟକ୍ଷ ବିଭିନ୍ନ ଦେଶ ପାଖରେ ହାତପାତି ଋଣ ପାଇଁ ନେହୁରା ହେଉଛନ୍ତି
ଇସଲାମାବାଦ: ବନ୍ୟା ପରିସ୍ଥିତି ଉପୁଜିବା ପରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ପାକିସ୍ତାନ ଏବେ ତା’ର ସବୁଠାରୁ ଖରାପ ଅର୍ଥନୈତିକ ପର୍ଯ୍ୟାୟ…
ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ) ଆତଙ୍କବାଦୀ ସଙ୍ଗଠନ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୬: ଜାରି କରାଯାଇଥିବା ନୋଟିଫିକେଶନରେ ଜମ୍ମୁ-କଶ୍ମୀର ଓ ଅନ୍ୟ ସ୍ଥାନରେ ଆତଙ୍କବାଦୀ…
ବିଶ୍ୱର ମୁଖ୍ୟ ୫୦୦ ୟୁନିଭର୍ସିଟିକୁ କ୍ୟାମ୍ପସ ଖୋଲିବାକୁ ଅନୁମତି ମିଳିବ
ବିନା ଅନୁମତିରେ ଭାରତରେ କ୍ୟାମ୍ପସ ଖୋଲିପାରିବେନି ବିଦେଶୀ ୟୁନିଭର୍ସିଟି ନୂଆଦିଲ୍ଲୀ: ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ବିନା ଅନୁମତିରେ କୌଣସି ବିଦେଶୀ ୟୁନିଭର୍ସିଟି…
ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ
ନୂଆଦିଲ୍ଲୀ: ପୁଣିଥରେ ଜହ୍ନ ରାଇଜର ସ୍ୱପ୍ନକୁ ବାସ୍ତବ କରିବା ଅଭିମୁଖେ ଭାରତ । ପୁଣିଥରେ ହେବ ମିସନ ଚଦ୍ରାୟନ । ଚନ୍ଦ୍ରାୟନ-୩…
ମୋତେ ଅରୁଣ ହିଁ ରାମଙ୍କ ସ୍ୱରୂପ ଭାବେ ନଜର ଆସୁଥିଲେ-ସ୍ୱାମୀ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରକୁ ଅତି ଜୀବନ୍ତ ଭାବେ ଅଭିନୟ କରିଥିଲେ ।? ସେହି…
୮୩ଲକ୍ଷ ସିଲିଣ୍ଡରର ମାଗଣା ରିଫିଲିଂ
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ହିତାଧିକାରୀଙ୍କୁ ମାଗଣାରେ ତିନିଟି ରନ୍ଧନଗ୍ୟାସ ସିଲିଣ୍ଡର ଗ୍ୟାସ ଭରିବାର ସୁଯୋଗ ମିଳିଥିବାବେଳେ ଓଡିଶାର ହିତାଧିକାରୀମାନେ ବିନା…
ଜାଗୋ ମହୋତ୍ସବ ଯୁବଯାତ୍ରା ୨୫ ଡିସେମ୍ବରରେ
ଭବାନୀପାଟଣା: ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଭୁବନେଶ୍ୱର ବ୍ରାଞ୍ଚ୍ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ସନେ୍ଦଶ ପ୍ରଚାର ପ୍ରସାର କରିବା ନିମନ୍ତେ ଉଠୋ ଜାଗୋ…
ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାଷିର୍କ ଉତ୍ସବ
କଣାସ: କଣାସ ବ୍ଲକ ଅନ୍ତଗର୍ତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାଷିର୍କ ଉତ୍ସବ ଆଜି ବିଦ୍ୟାଳୟ…