ୱାଶିଂଟନ : ଚୀନ୍ ଓ ଆମେରିକା ମଧ୍ୟରେ ଜାରି ରହିଛି ମୁହାଁମୁହିଁ ପରିସ୍ଥିତି । ଚୀନର ଗୁଇନ୍ଦା ବେଲୁନକୁ ନେଇ ଥମୁନି…
Category: Odia News
ମୋଦି ସରକାରରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି: ଅମିତ ଶାହ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ କାଶ୍ମୀରରେ ୮୦ ପ୍ରତିଶତ ହିଂସା କମିଛି । ଉତ୍ତର-ପୂର୍ବାଞ୍ଚଳରେ ଉଗ୍ରବାଦ ଓ ବାମପନ୍ଥି ଉଗ୍ରପନ୍ଥିଙ୍କ…
ବିଦେଶୀ ମାଟିରୁ ଭାରତର ସରକାରଙ୍କୁ ଧ୍ୱଂସ କରିବାକୁ ଉଦ୍ୟମ କରାଯାଉଛି
ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଜର୍ଜ ସୋରୋସ : ସ୍ମୃତି ଇରାନି ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଷ୍ଟକ ବଜାରରେ…
ଭାରତୀୟ ବଂଶୋଭବ ନୀଲ ମୋହନ ହେଲେ ୟୁ-ଟୁ୍ୟବ୍ ସିଇଓ
ନୂଆଦିଲ୍ଲୀ: ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟୁ୍ୟବ୍ରେ ବଡ଼ ପରିବର୍ତ୍ତନ । ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେଲେ ୟୁଟ୍ୟବ୍ ସିଇଓ ।…
ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସ୍ଥାପନ ହେବ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି
ଶ୍ରୀନଗର: ଜମ୍ମୁ-କଶ୍ମୀର କୁପୱାଡା ଜିଲାର ତିତୱାଲ ଏବଂ କର୍ନା ସେକ୍ଟରର ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି…
ଏସସିଏସକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଏବିଭିପିର ଜିଲ୍ଲାବ୍ୟାପୀ ଦସ୍ତଖତ ଅଭିଯାନ
ପୁରୀ: ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବହୁ ବର୍ଷ ଧରି…
ଶିବରଂଜନୀ ନାଦରେ କମ୍ପିଲା ଏକାମ୍ରକ୍ଷେତ୍ର
ଭୁବନେଶ୍ୱର: ସଙ୍ଗୀତର ସ୍ରଷ୍ଟା ମହାଦେବଙ୍କ ପ୍ରିୟ ଶିବରଞ୍ଜନୀ ରାଗ ବାଦନ କରି ବୀରବ୍ରତ ଜାଗରଣ ସହ ଭକ୍ତିନୈବେଦ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରୀୟ…
ଶ୍ରୀଲଙ୍କା ଯେଉଁ ସ୍ଥିତିରେ ଥିଲା, ପାକିସ୍ତାନ ବର୍ତ୍ତମାନ ସେହି ସ୍ଥାନରେ : ଇମ୍ରାନ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏସବୁ ଭିତରେ ଦେଶର…
ମହଙ୍ଗା ମାଡ଼ରେ ପାକିସ୍ତାନ ବେହାଲ; ପେଟ୍ରୋଲ ଲିଟର ୨୭୨ ଟଙ୍କା
କରାଚୀ: ଗୁରୁତର ଆର୍ଥôକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ବାଟ ଖୋଜୁଛି । ରାଜକୋଷ…
ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆଜି ୨୪ ତମ ବାର୍ଷିକ ଉସ୍ଛବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…