Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 150 of 275 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତିସଂଘରେ ବାଇଡେନ୍ ୟୁକ୍ରେନ୍ ଯୁଦ୍ଧ ଉପରେ କହିଲା ବେଳେ ‘ଫୋନ୍‌’ରେ ଖେଳୁଥିଲେ ରୁଷୀୟ ରାଷ୍ଟ୍ରଦୂତ

ଜାତିସଂଘ: ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ମହାସଭା (ୟୁଏନ୍‌ଜିଏ) ୟୁକ୍ରେନ୍ ସଙ୍କଟ ଉପରେ ଅଭିଭାଷଣ ଦେବା ବେଳେ…

ଭାରତ ଚନ୍ଦ୍ରରେ ପହଞ୍ଚିଗଲାଣି, କିନ୍ତୁ ପାକିସ୍ତାନ ହାତ ପତେଇଚାଲିଛି : ନୱାଜ୍ ସରିଫ୍‌

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ୍ ଲିଗ୍‌-ନୱାଜ (ପିଏମଏଲ୍‌-ଏନ୍‌) ଦଳର ନେତା ନୱାଜ ସରିଫ୍ ଦେଶର ଅର୍ଥନୈତିକ ସଙ୍କଟ…

ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ

ନୂଆଦିଲ୍ଲୀ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେକାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ।ଏଥି ସହିତ ଭାରତ ସହ…

ଏନକାଉଣ୍ଟରରେ ୨ ହାର୍ଡକୋର ନକ୍ସଲ ନିହତ

ମାଲକାନାଗିରି- ନକ୍ସଲ କ୍ୟାମ୍ପରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ । ମାଲକାନଗିରି…

ଆମେରିକା ଆସନ୍ତା ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବ

ୱାଶିଂଟନ ଡିସି: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତର ଅତିଥି ହେବ ଆମେରିକା । ୨୦୨୪ ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ…

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ଏହାକୁ…

ନୁହ ଦଙ୍ଗାର ଅଭିଯୁକ୍ତ ମାମନ ଖାନଙ୍କୁ ୧୪ ଦିନ ଜେଲ

ଗୁରୁଗ୍ରାମ: ନୁହ ଦଙ୍ଗାର ଅଭିଯୁକ୍ତ କଂଗ୍ରେସ ନେତା ଅଭିଯୁକ୍ତ ମାମନ ଖାନଙ୍କୁ ସିଜେଏମ ଯୋଗେନ୍ଦ୍ର ସିଂହଙ୍କ କୋର୍ଟ ୧୪ ଦିନ ପାଇଁ…

ଲୋକସଭାରେ ଆଗତ ହେଲା ‘ନାରୀଶକ୍ତି ବନ୍ଦନା ଅଧିନିୟମ ବିଲ୍‌

’ ନୂଆଦିଲ୍ଲୀ : ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ…

ଖୋଜି ଖୋଜି ନିପାତ କରାଗଲା ଆତଙ୍କବାଦୀଙ୍କୁ

ଶ୍ରୀନଗର: ୭ଦିନ ପରେ ପରେ ଶେଷ ହେଲା ଅପରେସନ । ନିହତ ହେଲା ଲସ୍କର କମାଣ୍ଡରଉଜୈର ଖାନ୍ । ମଙ୍ଗଳବାର ଦିନ…

ଯୁବ ଡାକ୍ତରଙ୍କ ମହାନତା

ରାଜନଗର : ରାଜନଗର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଯୁବ ଡାକ୍ତର ଗୈାରାଙ୍ଗ ଘଡେଇ ଜଣେ ବିଷ ଖାଇଥିବା ରୋଗୀଙ୍କୁ ଗୁରୁତର…