ବେଆଇନ ଗୋଚାଲାଣ-ଏକ ଷଣ୍ଢ ବୋଝେଇ ଟାଟା ଏସି ଭ୍ୟାନ ସମେତ ୪ ମୋଟର ସାଇକେଲ ଜବତ

ବୈଶିଙ୍ଗା: ବେଆଇନ ଗୋଚାଲାଣ ସମ୍ପର୍କରେ ଖବରପାଇ ବୈଶିଙ୍ଗା ଥାନା ଅନ୍ତର୍ଗତ କଦଳିଆ-ମଛପଦା ରାସ୍ତାରେ ଚଢ଼ଉକରି ଏକ ଷଣ୍ଢ ବୋଝେଇ ଟାଟା ଏସି…

ଜାନୁଆରି ୨୦୨୫ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ଲାଗୁ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ…

ରାହୁଲଙ୍କ ଆଚରଣ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ: ବୈଜୟନ୍ତ ପଣ୍ଡା

ନୂଆଦିଲ୍ଳୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍‌ ଆ‌ମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି…

ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନ  ମିଟର ଟାମ୍ପରିଂ କରି ବର୍ଷେ ହେବ ବିଜୁଳି ଚୋରି କରୁଥିଲେ

ନୂଆଦିଲ୍ଳୀ: ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ବିଜୁଳି ଚୋରି ନେଇ ସାଂସଦଙ୍କ ନାଁରେ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱରର ମହାନଗର ସମ୍ମିଳନୀ

ଭୁବନେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ମହାନଗର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମହାନଗରରନୂତନ…

ଏବିଭିପି କାମାକ୍ଷାନଗରର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଚୟନ

କାମାକ୍ଷାନଗର- ବୁଧବାର ଦିନ ଜଗନ୍ନାଥ ବଜାରଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାମାକ୍ଷାନଗର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନ

ଭାରତୀୟ ମଜଦୁର ସଂଘର ଶ୍ରମିକ ଓ ଜନସମ୍ପର୍କ ଅଭିଯାନବୋଲଗଡ: ଭାରତୀୟ ମଜଦୁର ସଂଘର ୭୦ତମ ସ୍ଥାପନା ବର୍ଷ ଅବସରରେ ଶ୍ରମିକ ଓ…

ବାରିପଦା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ‘ଶୌର୍ଯ୍ୟ ଜାଗରଣ ଯାତ୍ରୀ ସମାରୋହ

ବାରିପଦା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ‘ଶୌର୍ଯ୍ୟ ଜାଗରଣ ଯାତ୍ରୀ ସମାରୋହବାରିପଦା- ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ 

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ ରାଇରଙ୍ଗପୁର-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମୟୂରଭଞ୍ଜ ବିଭାଗ ବର୍ଗ ରାଇରଙ୍ଗପୁର ସ୍ଥିତ ସରସ୍ଵତୀ…

ମାଲକାନଗିରି ଜିଲା ସୀମାନ୍ତ ରେ ୧୩ ମାଓବାଦୀ ଗିରଫ

ମାଲକାନଗିରି ଜିଲା ସୀମାନ୍ତ ରେ ୧୩ ମାଓବାଦୀ ଗିରଫମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଚିନ୍ତଲନାର ଥାନା ଅଧୀନ ନାଲା ଓ…