ଶ୍ରୀନଗର: ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାରେ ସ୍ପେସାଲ ଫ୍ରଣ୍ଟିୟର ଫୋର୍ସ (ଏସଏଫ୍ଏଫ୍)କୁ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି।…
Category: Odia News
କୋଲକାତାର ବହୁବଜାରେ ହୋଇଥିବା ବିସ୍ଫୋରଣର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରସିଦ୍ ଖାନକୁ ମୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପଶ୍ଚିମବଙ୍ଗ ସରକାର
କୋଲକାତା: ୧୯୯୩ ମସିହାରେ କୋଲକାତାର ବହୁବଜାରେ ହୋଇଥିବା ବିସ୍ପୋରଣରେ ୬୯ ଜଣ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ…
ଅମରକଣ୍ଟକରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଦୁଇ ଦିବସୀୟ କର୍ମଶାଳା ସମ୍ପନ୍ନ
ଅମରକଣ୍ଟକରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଦୁଇ ଦିବସୀୟ କର୍ମଶାଳା ସମ୍ପନ୍ନ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପାଞ୍ଚଜଣ…
ଲକ୍ଷଣ ବିନା ବୃଦ୍ଧି ପାଉଛି ଯକ୍ଷ୍ମା
ନୂଆଦିଲ୍ଲୀ: ଦେଶର ପୂର୍ବୋତ୍ତରରେ ଯକ୍ଷ୍ମାକୁ ନେଇ କରାଯାଇଥିବା ଏକ ବଡ଼ ସ୍କ୍ରିନିଂ ଅଭିଯାନ ଚିନ୍ତା ବଢ଼ାଇଛି। ଏହି ଅଭିଯାନ ଅଧୀନରେ ପୂର୍ବୋତ୍ତରର…
ନାରଦ କେବଳ ସମ୍ବାଦ ପ୍ରେରଣ କରୁନଥିଲେ, ବରଂ ସମାଜର ମଙ୍ଗଳ ତଥା ଧର୍ମର ପ୍ରତିଷ୍ଠା ପାଇଁ ସୂଚନାକୁ ମାଧ୍ୟମ କରୁଥିଲେ
ବେଲଗୁଣ୍ଠା: ,ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ସଭାଗୃହଠାରେ ନାରଦ ଜୟନ୍ତୀ…
ବାରିପଦାରେ ଲଭ୍ ଜିହାଦ୍-କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ
ବାରିପଦାରେ ଲଭ୍ ଜିହାଦ୍କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସବାରିପଦା, ୧୬/୬: ମୟୁରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ଦିନ…
ବାଣିଦାରେ ଧର୍ମାନ୍ତରୀକରଣ ଅଭିଯୋଗ, ଉତ୍ତେଜନା
ବାଣିଦାରେ ଧର୍ମାନ୍ତରୀକରଣ ଅଭିଯୋଗ, ଉତ୍ତେଜନାଜଳେଶ୍ଵର, ୧୬|୬ : ଜଳେଶ୍ବର ବ୍ଲକ୍ ସୁଗୋ ପଞ୍ଚାୟତର ବାଣିଦା ଗାଁରେ ଗତକାଲି ସନ୍ଧ୍ୟାରେ ଧର୍ମାନ୍ତରୀକରଣ ଚାଲୁଥିବା…
ଦୁଷ୍କର୍ମ ପରେ ବ୍ଳାକମେଲିଂ ଓ ବଳପୂର୍ବକ ଧର୍ମ ପରିବର୍ତ୍ତନ
ନାଗପୁର, ୧୭/୬ : ନାଗପୁରରେ ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ ତାଙ୍କର ଜଣେ ପୂର୍ବତନ ସହପାଠୀ ଆୟଜ ତାଜ ମଦାରେ(୨୬)ଙ୍କ…
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଖୋଜ ତଦନ୍ତ କମିଶନ ରିପୋର୍ଟକୁ ଖୋଜି ବାହାର କରାଯାଉ ଏବଂ ଏହି ଘଟଣାରେ ଅବହେଳାତ୍ମକ ମନୋବୃତ୍ତି ପୋଷଣ କରିଥିବା ଦାୟିତ୍ୱହୀନ ଅଧିକାରୀ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଭୁବନେଶ୍ବର,16/6:ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ର ଏକ ପ୍ରତିନିଧି ଦଳ ତା:୧୪.୦୬.୨୦୨୬ ରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ…