କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ‘‘ହର ଘର ତ୍ରିରଙ୍ଗା” ଅଭିଯାନ ଅଧୀନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘‘ହର ଘର ତ୍ରିରଙ୍ଗା’’ ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶପ୍ରେମର ଭାବନାକୁ ମଜବୁତ କରିବା ପାଇଁ ଏକ ଜନ ଅଭିଯାନରେ ପରିଣତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଏହି ଅଭିଯାନ ଦର୍ଶାଉଛି ଯେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ନିଜ ବଳିଦାନ, ତପସ୍ୟା ଏବଂ ସମର୍ପଣ ଦ୍ୱାରା ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିଛନ୍ତି । ୧୪୦ କୋଟି ଦେଶବାସୀ ଏହାକୁ ବିକଶିତ ଏବଂ ସର୍ବଶ୍ରଷ୍ଠ କରିବା ପାଇଁ ସଂକଳ୍ପବଦ୍ଧ।
Author: Contributor
ସୌର ପିଭି ମଡ୍ୟୁଲ୍ ଉତ୍ପାଦନରେ ଭାରତକୁ ଐତିହାସିକ ସଫଳତା
ଭାରତ ସୌର ପିଭି ମଡ୍ୟୁଲ ପାଇଁ ଅନୁମୋଦିତ ମଡେଲ ଏବଂ ଉତ୍ପାଦନକାରୀ (ଏଏଲ୍ଏମ୍ଏମ୍) ତାଲିକା ଅଧୀନରେ ୧୦୦ ଗିଗାୱାଟ୍ ସୌର ପିଭି…
ଭୋଟ ଚୋରି
ଭୋଟ ଚୋରି-ରବିନାରାୟଣ ପଣ୍ଡାଭୋଟଚୋରି ଭଳି ଏକ ଅପ୍ରତ୍ୟାଶିତ ଶବ୍ଦ ଭାରତ ବର୍ଷର ବିମର୍ଶକୁ କିଛି ଦିନ ହେଲା ପ୍ରଭାବିତ କରୁଛି ।…
ଗ୍ରାମସଭା ବିବରଣୀ ଲିପିବଦ୍ଧ କରିବା ଲାଗି ଏଆଇ-ପରିଚାଳିତ ଉପକରଣ
ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି। ଗ୍ରାମ ସଭା କିମ୍ବା ଅନ୍ୟ…
ଓଡ଼ିଶାରେ ସିକସେମ୍ ଏବଂ ଥ୍ରୀଡି ଗ୍ଲାସ୍ ପ୍ରକଳ୍ପ ପ୍ରତିଷ୍ଠା କରାଯିବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର…
ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ 8146.21 କୋଟି ଟଙ୍କା ବ୍ୟୟରେ 700 ଏମଡବ୍ଲୁ ଟାଟୋ-II ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର ଶି ୟୋମି ଜିଲ୍ଲାରେ ଟାଟୋ-II ଜଳ…
ସମସ୍ତ କୃଷକ ସଂଗଠନର ମୁଖ୍ୟମାନେ କହିଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଏବଂ କୃଷକ-ଅନୁକୂଳ ବିଚାରକୁ ହୃଦୟରୁ ସ୍ୱାଗତ କରନ୍ତି ଏବଂ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି
ଆଜି ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟକ କୃଷକ ସଙ୍ଗଠନ ମୁଖ୍ୟ ଏବଂ କୃଷକ ଭାଇ ଓ ଭଉଣୀମାନେ କେନ୍ଦ୍ର କୃଷି…
ଭାରତର ଯାତ୍ରାକୁ ଅମୃତ କାଳ ଆଡକୁ ଅଗ୍ରସର କରିଛି ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରା
ସ୍ୱାଧୀନତା ଦିବସ ପୂର୍ବରୁ ମଙ୍ଗଳବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରୁ ଏକ ବିଶାଳ ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରାକୁ ପତାକା…
ଲୋକସଭାରେ ଭାରତୀୟ ବନ୍ଦର ବିଲ୍ ୨୦୨୫ପାରିତ, ଭାରତର ସାମୁଦ୍ରିକ ଭବିଷ୍ୟତ ପାଇଁ ଏକ ନୂତନ ଯୁଗର ଆରମ୍ଭ
ଏକ ଐତିହାସିକ ମୁହୂର୍ତ୍ତରେ ଲୋକସଭାରେ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ ହୋଇଛି । ଏହି ଆଇନ ଭାରତର ବନ୍ଦର ପ୍ରଶାସନର ଆଧୁନିକୀକରଣ କରିବ,…
ଆଇଟିଆଇ ପାଠ୍ୟକ୍ରମର ଉନ୍ନତିକରଣ ରୋଡମ୍ୟାପ୍ ପାଇଁ ଓଡ଼ିଶା ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କୁ ଏକାଠି କରିଛି
ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ…