Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Contributor, Author at ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା - Page 277 of 357

ଚଇତରେ ବଢୁଛି ନିମ୍ବ ଫୁଲର ଆଦର ବୈଶାଖ-ଜ୍ୟୋଷ୍ଠରେ ସାମାୟିକ ରୋଜଗାର ଦେବ ନିମ୍ବ ଫଳ

କୋକସରା: ବର୍ତ୍ତମାନ ଚାଲିଛି ବସନ୍ତ ଋତୁ । ନିମ୍ବ ଗଛରେ ଫୁଲ ଭର୍ତ୍ତି ହୋଇ ରହିଛି । ଚୈତ୍ର ମାସରେ ନିମ୍ବ…

ବାଲିପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ

ବାଲିପାଟଣା : ଆଜି ଅପରାହ୍ନରେ ବାଲିପାଟଣାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୮ମ ବାର୍ଷିକ ଉତ୍ସବ ମେଲଣ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି…

ସାମାଜିକ ସମରସତା ମଂଚ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଭାରତର ସମ୍ବିଧାନ ପ୍ରଣେତା ଭାରତରନô ବାବାସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ସକାଳେ…

ମହାନ ଜନନାୟକ ଡ. ଆମ୍ବେଦକର

(ଏପ୍ରିଲ ୧୪ ଜନ୍ମଜୟନ୍ତୀ ଅବସରରେ) ସର୍ବେଶ୍ୱର ବେହେରା – ସମ୍ବିଧାନ ନିର୍ମାତା ଓ ଭାରତରତ୍ନ ଡ. ଭୀମରାଓ ରାମଜୀ ଆମ୍ବେଦକରଜୀ (ବାବା…

बॉलीवुड नाम हटाने की आवश्यकता, सिर्फ एक ही नाम होना चाहिए भारतीय सिनेमा

उज्जैन, 10 अप्रैल. उज्जैन शहर में आयोजित दो दिवसीय शॉर्ट फिल्म फेस्टिवल में सोमवार को समापन…

राष्ट्रीय सेवा संगम – गोबर व गोमूत्र की उपयोगिता स्थापित करती गोकृति

गोबर व गोमूत्र अनमोल हैं. एक ओर पर्यावरण संतुलन में इनकी महती भूमिका है, वहीं दूसरी…

‘ସହକାର ଭାରତୀ ସଂଗଠନ’କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର: ସହକାର ଭାରତୀ ସଙ୍ଗଠନର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ସହରର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ଭାରତ ପ୍ରକୃତରେ ବିଶ୍ୱଗୁରୁ: ଏମିନ

ନୂଆଦିଲ୍ଲୀ : ୟୁକ୍ରେନର ଉପ- ବିଦେଶ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଆସି ଏପ୍ରିଲ ୧୦ ତାରିଖ ଦିନ ବିଦେଶ…

ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ୍ୟ ବଉଦେଇ ପୀଠ

ବାଲିପାଟଣା : ବିଲୁପ୍ତ ହେବାକୁ ଯାଉଛି ପ୍ରାଚୀନ ଐତିହ ବଉଦେଇ ପୀଠ । ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଗୌତମ ବୁଦ୍ଧଙ୍କ…

ଆହତ ଗାଈକୁ ଚିକିତ୍ସା କରାଇଲେ ଆଇଆର୍ବି ଯବାନ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବଜାର ମଝିରାସ୍ତା କଡରେ ଆହତ ହୋଇ ପଡିଥିବା ଗାଈଟିର ଚିକିସôା କରାଇଛନ୍ତି ଆଇଆରବି ଯବାନ…