ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ବରିଷ୍ଠ ନେତା ଡକ୍ଟର ସର୍ଦ୍ଦାର ମନମୋହନ ସିଂଙ୍କ ଦେହାନ୍ତରେ ସଂଘର ଶୋକ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ବରିଷ୍ଠ ନେତା ଡକ୍ଟର ସର୍ଦ୍ଦାର ମନମୋହନ ସିଂଙ୍କ ଦେହାନ୍ତରେ ସମଗ୍ର ଦେଶ ଅତ୍ୟନ୍ତ ଦୁଖିତ।…

ଧର୍ମାନ୍ତରୀକରଣକୁ ନେଇ ନୀଳଗିରିରେ ଉତ୍ତେଜନା

ନୀଳଗିରି: ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କରୁଥିବା ସମୟରେ ଉତ୍ତେଜନା ଦେଖା ଦେଇଛି। ଏନେଇ ଉତ୍ୟକ୍ତ ଗ୍ରାମବାସୀ ୩…

ଗୋ ଚାଲାଣ ଅଭିଯୋଗ, ଜଣେ ଗିରଫ

ଗୋ ଚାଲାଣ ଅଭିଯୋଗ, ଜଣେ ଗିରଫ ପୁରୀ,୨୬/୧୨:ଗୋ-ଚାଲାଣ ଅଭିଯୋଗରେ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଜିସେମ୍ବର…

ମଠ ମନ୍ଦିର ଜମି ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି ମଠାଧୀଶଙ୍କ ସମୂହ ଧାରଣା ସ୍ଥଗିତ

ମଠ ମନ୍ଦିର ଜମି ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି -ମଠାଧୀଶଙ୍କ ସମୂହ ଧାରଣା ସ୍ଥଗିତ ପୁରୀ : ମଠ ଗୁଡ଼ିକର ବିଜେସ୍ଥଳୀ…

ରେଢ଼ାଖୋଲରେ ବୁଲୁଛନ୍ତି ବାଂଲାଦେଶୀ !

ରେଢ଼ାଖୋଲରେ ବୁଲୁଛନ୍ତି ବାଂଲାଦେଶୀ !ରେଢ଼ାଖୋଲ  : ରେଢ଼ାଖୋଲ ଉପଖଣ୍ଡରେ ଦିନକୁ ଦିନ ବାଂଲାଦେଶୀଙ୍କ ଆଗମନ ବଢ଼ିବାରେ ଲାଗିଛି । ଏଭଳି ଅନେକ…

ଦେଶର ସାର୍ବଭୌମତ୍ୱକୁ ଅସମ୍ମାନ

କଂଗ୍ରେସର ଭାରତ ମାନଚିତ୍ରରୁ ପିଓକେ ଗାଏବନୂଆଦିଲ୍ଲୀ: କର୍ଣାଟକ କଂଗ୍ରେସର ଏକ ପୋଷ୍ଟରରେ ଭାରତ ମାନଚିତ୍ରକୁ ନେଇ ବିବାଦ ଉପୁଜିଛି। ଏହି ମାନଚିତ୍ରରୁ…

ଦୁବାଇ ଯିବ ଗଜପତି ସପୁରି

ଦୁବାଇ ଯିବ ଗଜପତି ସପୁରିପାରଳଖେମୁଣ୍ଡି: ସପୁରି ଚାଷ ପାଇଁ ଗଜପତିରେ ଜଳବାୟୁ ପ୍ରାୟତଃ ଠିକ୍ ରହିଛି। ଏନେଇ ଚାଷୀମାନେ ଆଗ୍ରହ ସହିତ…

ଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷ

ଏବିଭିପିର ରାଜ୍ୟ ଅଧିବେଶନଓଡ଼ିଶା ସଂଗଠନ ଉପରେ ସାରା ଦେଶର ନଜର: ଆଶିଷକଟକ,୨୬/୧୨: ‘ପ୍ରଥମ ଥର ପାଇଁ ଓଡ଼ିଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ…

ଧର୍ମ ପରିବର୍ତ୍ତନ ପାଇଁ ଶବ ସତ୍କାରକୁ ବିରୋଧ

ଜଳେଶ୍ୱର, ୨୫/୧୨ : ଜଳେଶ୍ବର ବ୍ଲକ୍ କାଳିକ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମରେ ଧର୍ମାନ୍ତରୀକରଣ କାରଣ ପାଇଁ ଶବ ସତ୍କାର ବେଳେ ଉତ୍ତେଜନା…

ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଥିବା ଅଞ୍ଚଳରେ ୯ଟି ବେଆଇନ ଭିଏଚ୍ଏଫ୍ ଜବତ

ରାଜନଗର, ୨୫।୧୨ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରୁ ଗୋଟିଏ ଭିଏଚ୍ଏଫ୍ ଜବତ ହେବାର…