
ବନ୍ୟା ରେ ପୀଡ଼ିତ ଥିବା ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲା ସେବା ଭାରତୀ ତରଫରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂଯୋଜନା ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ଖଣ୍ଡ ବାକିଲିକଣା ସେବା ବସ୍ତି ଏବଂ ମହୁରିକଣା ଗାଁ ରେ ସ୍ଵୟଂସେବକ ଭାଇ ମାନେ ଶୁଖିଲା ଖାଦ୍ଯ (ଚାଉଳ ,ଡାଲି , ମହମବତୀ, ଚୁଡ଼ା ,ଗୁଡ଼ ଏବଂ ବିସ୍କିଟ୍ )ବଣ୍ଟନ କରିଛନ୍ତି…