ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ୍ ପ୍ରସ୍ତୁତି ବୈଠକ

ପୋଲସରା: ଆସନ୍ତା ୨୦୨୪ ଜାନୁଆରୀ ମାସ ୨୨ ତାରିଖ ପବିତ୍ର ସୋମବାର ଦିନ ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ଯ୍ୟାଦା ପୁରେୁଷାଚାମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ରାମ ମନ୍ଦିରର ହେବାକୁ ଥିବା ପ୍ରତିଷ୍ଠା ଉତ୍ସବକୁ ନେଇ ପୋଲସରା ସ୍ଥିତ ଶିଶୁ ବିଦ୍ୟା ମନ୍ଦିରଠୋର ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକେର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଏହି ଗୌରବମୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅୋଲାଚନା କରିଥେôଲ । ପୋଲସରା ଏନ୍‌.ଏ.ସି ସେମତ ବ୍ଲକର ୨୬ ଗୋଟି ଗ୍ରାମପଂଚାୟତରେ କିଭଳି ଭାବେ ପାଳନ କରାଯିବ ସେଥି ଉପରେ ରୂପରେଖ ପ୍ରସ୍ତୁତି କରିଥେôଲ । ବୈଠକରେ ଆଗାମି ଦିନରେ ବ୍ଲକର ସମସ୍ତ ପଂଚାୟତର ଲୋକଙ୍କୁ ସାମିଲ୍ କରି ଏକ କମିଟି ଗଠନ କରାଯାଇ କାର୍ଯ୍ୟକ୍ରମର ଚୁଡାନ୍ତ ପ୍ରସ୍ତୁତି କରାଯିବାକୁ ନିଷ୍ପତି ନିଆଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକେର ମୃତ୍ୟୁଞ୍ଜୟ ପଟ୍ଟନାୟକ, ମେନାଜ ସାହୁ, ଶିବାରମ ଜେନା, ନାରାୟଣ ସାହୁ, ହୃଷେିକଶ ସାହୁ, କୃଷ୍ଣଚନ୍ଦ୍ର ଦୀକ୍ଷିତ, ରୋହିତ ଜେନା, ଦଧିବାମନ ନାହାକ, ସିମାଞ୍ଚଳ ସାହୁ, କୃଷ୍ଣଚରଣ ପଟ୍ଟନାୟକ, ବୁଲୁ େବେହରା, ବିଜୁଳି ଗୌଡ, ବଳରାମ ସାହୁ, ସେନ୍ତାଷ କୁମାର ପଣ୍ଡା, କାମେଦବ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ସୁକାନ୍ତି ସାହୁ ପ୍ରମୁଖ ଉପସ୍ଥିତ ଥେôଲ ।

Leave a Reply

Your email address will not be published. Required fields are marked *