ବିପୁଳ ପରିମାଣର ଗୋ ମାଂସ ଜବତ, ଗାଡି ଛାଡି ଡ୍ରାଇଭର ଫେରାର

ଗଞ୍ଜାମ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ । ବିପୁଳ ପରିମାଣର ଗୋ ମାଂସ ଜବତ । ଗାଡି ଛାଡି ଡ୍ରାଇଭର ଫେରାର । ଭଦ୍ରକ ରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା। ବାଲୁଗାଁରୁ ଗାଡିର ପିଛା କରି ଆସି କାଳିଆବାଲି ଛକ ନିକଟରେ ଧରିଲେ କିଛି ଯୁବକ। ଗାଡିରୁ ପାଖାପାଖି ୧୦ ହଜାର କୁଇଣ୍ଟାଲ ଗୋ ମାଂସ ଥିବା ଅନୁମାନ କରାଯାଉଛି। ଏହାସହ ଅଧିକ ତଦନ୍ତ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *