ବେଜିଂ ୨।୭: ତୀବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶ(୧୪) ଦଲାଇ ଲାମା ତେନଜିନ ଗ୍ୟାତସୋ ତାଙ୍କ ଉତ୍ତରାଧିକାରୀ ଚୟନ ନେଇ…
Year: 2025
‘ୟଙ୍ଗ ଇଣ୍ଡିଆନ’ ଗଠନ ପାଇଁ ଷଡ୍ଯନ୍ତ୍ର
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାର ଶୁଣାଣି ବୁଧବାର ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତରେ ଆରମ୍ଭ ହୋଇଛି।…
ପାକିସ୍ତାନ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛି
ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ତଥା ନିରାପତ୍ତା ପରିଷଦର ଅଧ୍ୟକ୍ଷ ଅସୀମ ଇଫ୍ତିଖାର ଅହମ୍ମଦ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଦୀର୍ଘଦିନ…
କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି
ଗତକାଲି କିଛି ପାକିସ୍ତାନୀ ସେଲିବ୍ରିଟି, କ୍ରିକେଟର ଏବଂ କିଛି ନ୍ୟୁଜ ଚେନାଲ ଭାରତରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ପୁଣି ଥରେ…
କାଜାକସ୍ତାନରେ ହିଜାବ ବ୍ୟାନ
କାଜାକସ୍ତାନରେ ହିଜାବ ବ୍ୟାନକାଜାକସ୍ତାନରେ ହିଜାବକୁ ବ୍ୟାନ କରାଯାଇଛି । ଏ ନେଇ ରାଷ୍ଟ୍ରପତି କାସିମ- ଜୋମାର୍ଟ ତୋକାୟେବ ଏକ ଆଇନରେ ସ୍ବାକ୍ଷର…
ହେନ୍ତାଳ ଜଙ୍ଗଲ ଉପରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଲୋଲୁପ ଦୃଷ୍ଟି
ହେନ୍ତାଳ ଜଙ୍ଗଲ ଉପରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ଲୋଲୁପ ଦୃଷ୍ଟି କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ୧୯୪୭ ମସିହା ପରେ ଦେଶ ବିଭାଜନ ସମୟରେ…
ଏବିଭିପି ପକ୍ଷରୁ ଭଦ୍ରକ ନଗର ବୈଠକ
ଏବିଭିପି ପକ୍ଷରୁ ଭଦ୍ରକ ନଗର ବୈଠକ ଭଦ୍ରକ ; ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ( ଏବିଭିପି), ଭଦ୍ରକ ନଗର ପକ୍ଷରୁ ସହରର ବାବା…
ଗୋରୁ ବୋଝେଇ କଣ୍ଟେନର ଧକ୍କାରେ ରେଢ଼ାଖୋଲ ଥାନା କଦଳୀଗଡ଼ରେ ଥିବା ଟୋଲ୍ଟ ଭାଙ୍ଗିଲା
ରେଢ଼ାଖୋଲ: ଏକ ଗୋରୁ ବୋଝେଇ କଣ୍ଟେନର ଧକ୍କାରେ ରେଢ଼ାଖୋଲ ଥାନା କଦଳୀଗଡ଼ରେ ଥିବା ଟୋଲ୍ଟ ସହିତ ରେଢ଼ାଖୋଲ ସହରରେ ଥିବା ଦୁଇଟି…
ଅରିଲୋ କାଶୀ ବଜାର ଛକରେ ଗୋରୁ ଗାଡ଼ି ଜବତ
ଗୋରୁ ଗାଡ଼ି ଜବତ, ଚାଳକ ଫେରାରଫୁଲନଖରା : କଟକ ସଦର ଥାନା ପୁଲିସ ଏକ ଗୋରୁ ଚାଲାଣ ଗାଡ଼ିକୁ ଜବତ କରିଛି।…
ମୟୂରଭଞ୍ଜ ପାଲଟିଛି ଗୋ ମାଫିଆଙ୍କ କରିଡ଼ର
ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ୍ରାଇରଙ୍ଗପୁର/ବାଦାମପାହାଡ଼- ମୟୂରଭଞ୍ଜ ପାଲଟିଛି ଗୋ ମାଫିଆଙ୍କ କରିଡ଼ର ା ସୋମାଲିଆ ରାକେଟ୍ ଯୋଗୁ…