ନୂଆଦିଲ୍ଲୀ: ବର୍ଷା, ବନ୍ୟାରେ ଛଟପଟ ଉତ୍ତର ଭାରତ । କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ବାଦଲ ଫଟା ବର୍ଷା ଜନଜୀବନକୁ…
Year: 2025
ଓଡ଼ିଶା ସରକାରଙ୍କଦ୍ୱାରା ଶିକ୍ଷାର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷାପାଇଁ ଠିକା ନିଯୁକ୍ତ ପ୍ରଥା ଉଚ୍ଛେଦ ଘୋଷଣାକୁ ସ୍ବାଗତ
ଦୀର୍ଘଦିନ ଧରି ଶିକ୍ଷାକ୍ଷେତ୍ରରେ ଆମ ରାଜ୍ୟରେ ଠିକାନିଯୁକ୍ତି ଚଳି ଆସୁଥୁଲା । ଏହାକୁ ଉଚ୍ଛେଦ କରିବାପାଇଁ “ “ଅଖିଳ ଭାରତୀୟ…
ଭୟରେ ଟ୍ରମ୍ପଙ୍କର କଥା ବଦଳିଲା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଆମେ ଭାରତ ଏବଂ ରୁଷକୁ ଚୀନ…
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାବନାକୁ ଗମ୍ଭୀରତାର ସହିତ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଉଛି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ସକାରାତ୍ମକ ଆକଳନକୁ ସେ ଗମ୍ଭୀରତାର…
ଆମୋନିଆ, ସଲଫ୍ୟୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ଭଳି ପ୍ରମୁଖ ସାର କଞ୍ଚାମାଲ ଉପରେ ୫% ଜିଏସଟି, ଯାହା ଦ୍ୱାରା ସାର ସୁଲଭ ହେବ
କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ ଦ୍ବାରା ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ…
ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ ଉପରେ ଚାରି ଦିନିଆ ତାଲିମ ଶିବିର
‘‘ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ’’ ଉପରେ ଏକ ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ) ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ…
ଦେଶ କେ ହିତ୍ ମେଁ କରେଙ୍ଗେ କାମ୍
ଭାରତୀୟ ମଜଦୁର ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେଦେଶ କେ ହିତ୍ ମେଁ କରେଙ୍ଗେ କାମ୍ସର୍ବେଶ୍ୱର ବେହେରା ଭାରତୀୟ ମଜଦୁର ସଂଘ…
ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର
ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର ଦିଲ୍ଲୀର ଲାଲକିଲ୍ଲା ପରିସରରେ ଜୈନ ଧାର୍ମିକ କାର୍ଯ୍ୟକ୍ରମରୁ ପ୍ରାୟ…
ଭାରତୀୟ ଚଳଚିତ୍ର ବିଚାର ମଞ୍ଚ ତରଫରୁ ‘ଦି ବେଙ୍ଗଲ ଫାଇଲ୍ସ’ ଚଳଚିତ୍ରର ଏକ ସ୍ୱତନ୍ତ୍ର ପ୍ରଦର୍ଶନ
ଭାରତୀୟ ଚଳଚିତ୍ର ବିଚାର ମଞ୍ଚ ତରଫରୁ ‘ଦି ବେଙ୍ଗଲ ଫାଇଲ୍ସ’ ଚଳଚିତ୍ରର ଏକ ସ୍ୱତନ୍ତ୍ର ପ୍ରଦର୍ଶନଭୁବନେଶ୍ୱର,୫/୯: ଭାରତୀୟ ଚଳଚିତ୍ର ବିଚାର ମଞ୍ଚ…
ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିକ୍ଷକ ଦିବସରେ ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇ, କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି; “ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଶିକ୍ଷକ ଦିବସରେ ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇଛନ୍ତି । ସାବିତ୍ରୀବାଇ ଫୁଲେଙ୍କ ଐତିହ୍ୟ ଭାରତର ଆକାଂକ୍ଷାକୁ ପ୍ରେରଣା ଦେଇ ଚାଲିଛି ତଥା ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ହେଉଛି ଶିକ୍ଷା ରୂପକ ମୂଳଦୂଆ ସହିତ, ରାଷ୍ଟ୍ର ନିର୍ମାଣରେ ସମାନ ଭାଗୀଦାର ଭାବରେ ମହିଳାମାନଙ୍କୁ ସଶକ୍ତ କରିବା ।”