ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଏବଂ କାଶ୍ମୀରର କଟରା ଠାରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସାହସୀ ବୀର ଜୋରାୱାର ସିଂହଙ୍କ ଭୂମିକୁ ପ୍ରଣାମ କରି ସେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ସଂକଳ୍ପର ଏକ ମହାନ ଉତ୍ସବ। ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କାଶ୍ମୀର ଉପତ୍ୟକା ଏବେ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୁକ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି। “ଆମେ ସର୍ବଦା ଗଭୀର ଶ୍ରଦ୍ଧାର ସହିତ ମାଆ ଭାରତୀଙ୍କୁ ‘କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ’ ଡାକି ଆସିଛୁ, ବୋଲି ଉଲ୍ଲେଖ କରି , ଆଜି ଏହା ଆମର ରେଳ ନେଟୱାର୍କରେ ମଧ୍ୟ ବାସ୍ତବତାରେ ପରିଣତ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଉଧମପୁର – ଶ୍ରୀନଗର – ବାରମୂଳା ରେଳ ଲାଇନ ପ୍ରକଳ୍ପ କେବଳ ଏକ ନାମ ନୁହେଁ , ବରଂ ଜାମ୍ମୁ ଏବଂ କାଶ୍ମୀରର ନୂତନ ଶକ୍ତିର ପ୍ରତୀକ ଏବଂ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ। ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବାର ପ୍ରତିବଦ୍ଧତା ସହିତ, ସେ ଚେନାବ ଏବଂ ଅଞ୍ଜି ରେଳ ସେତୁର ଉଦଘାଟନ କରିଥିଲେ ଏବଂ ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହା ସହିତ, ଶ୍ରୀ ମୋଦୀ ଜାମ୍ମୁରେ ଏକ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି। ସେ ଆହୁରି ମଧ୍ୟ କହିଥିଲେ, 46,000 କୋଟି ଟଙ୍କାର ପ୍ରକଳ୍ପ ଜାମ୍ମୁ ଏବଂ କାଶ୍ମୀରରେ ବିକାଶକୁ ତ୍ୱରାନ୍ୱିତ କରିବ, ପ୍ରଗତି ଏବଂ ସମୃଦ୍ଧିକୁ ଆଗେଇ ନେବ। ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ଏହି ନୂତନ ଯୁଗ ପାଇଁ ଲୋକମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ। ଜାମ୍ମୁ ଏବଂ କାଶ୍ମୀରର ଅନେକ ପିଢ଼ି ଦୀର୍ଘ ଦିନ ଧରି ରେଳ…
Month: June 2025
ଜ୍ଞାନର ପରୀକ୍ଷଣ ଏବଂ ଭାରତର ବିକାଶ ଯାତ୍ରାକୁ ପାଳନ କରିବା ପାଇଁ ପ୍ରତିଯୋଗିତାର ଶୃଙ୍ଖଳା ଆରମ୍ଭ କରିଛି ମାଇଁଗଭ୍
ମାଇଁଗଭ୍ ନାଗରିକମାନଙ୍କ ପାଇଁ ୧୧ ବର୍ଷର ପରିବର୍ତ୍ତନଶୀଳ ଶାସନ ଉତ୍ସବ ଏବଂ ‘ବିକଶିତ ଭାରତ’ ହେବା ଦିଗରେ ଭାରତର ଉଲ୍ଲେଖନୀୟ ଯାତ୍ରାର…
ୱାକଫ୍ ସମ୍ପତ୍ତିର ହେବ ଜିଓ ଟ୍ୟାଗିଙ୍ଗ୍, ରହିବ ଡିଜିଟାଲ୍ ଲିଷ୍ଟ; UMEED ପୋର୍ଟାଲ ଲଞ୍ଚ୍ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଉମ୍ମିଦ ପୋର୍ଟାଲ ଲଞ୍ଚ୍ କରିଛନ୍ତି । ଏଥିରେ ସମସ୍ତ ୱାକଫ୍ ସମ୍ପତ୍ତିର ଜିଓ ଟ୍ୟାଗିଙ୍ଗ୍ ପରେ…
ଅମରନାଥ ଯାତ୍ରା- ପ୍ରଥମ ଥର ପାଇଁ, ପହଲଗାମ-ବାଲଟାଲ ରୁଟରେ ଲଗାଯିବ ଜ୍ୟାମର : ନିୟୋଜିତ ହେବେ 58 ହଜାର ସୈନିକ ; 3 ଜୁଲାଇରୁ ଆରମ୍ଭ ହେବ 38 ଦିନିଆ ଯାତ୍ରା
ଶ୍ରୀନଗର: ଚଳିତ ବର୍ଷ ପୂର୍ବ ଅପେକ୍ଷା ଅଧିକ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଆୟୋଜନ କରାଯିବ। ଜମ୍ମୁ…
ବିଏସଏନଏଲ ନିଜର ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ କାରଣରୁ ବେଶ ଲୋକପ୍ରିୟ ହେବା ସହ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି
ନୂଆଦିଲ୍ଲୀ : ବିଏସଏନଏଲ ନିଜର ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ କାରଣରୁ ବେଶ ଲୋକପ୍ରିୟ ହେବା ସହ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି…
ରାମମନ୍ଦିରରେ ଏଯାବତ ଖଞ୍ଜା ଯାଇଥିବା ସୁନାର ମୂଲ୍ୟ ୫୦କୋଟି ଟଙ୍କା
ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ଏଯାବତ ୪୫କିଲୋଗ୍ରାମ ସୁଦ୍ଧ ସୁନାର ବ୍ୟବହାର କରାଯାଇଥିବା ନେଇ ମନ୍ଦିର ସମିତର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ପ୍ରତିକ୍ରିୟା…
ଜାତୀୟ ସ୍ବାର୍ଥ ପାଇଁ କାମ କରିବା ଦଳ ବିରୋଧୀ ନୁହେଁ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ଏକ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ବ ନେଉଥିବା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବେ…
ଚୀନ ଓ ପାକିସ୍ତାନକୁ ଚେତାବନୀ
ଶ୍ରୀନଗର: ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁନ୍ ୬, ୨୦୨୫) ଜମ୍ମୁ ଏବଂ କାଶ୍ମୀରର…
ଗାଜାର ବାସିନ୍ଦା ମହମ୍ମଦ ଜୱାଦ ସୋସିଆଲ ମିଡିଆରେ ଦାବି କରିଛନ୍ତି-ଭାରତର ୫ ଟଙ୍କିଆ ବିସ୍କୁଟକୁ ୨୪୦୦ ଟଙ୍କାରେ କିଣି ଖାଉ
ଆଦିଲ୍ଲୀ: ଏବେକାର ମହଙ୍ଗା ଯୁଗରେ ଭାରତରେ ୫ ଟଙ୍କାର ବିସ୍କୁଟ ଲୋକଙ୍କ ସାମାନ୍ୟ ଭୋକକୁ ମେଣ୍ଟାଇଥାଏ। ସେହି ସମୟରେ, ଏହି ଦୁନିଆରେ…
ଏଲୋନ ମସ୍କଙ୍କ ଷ୍ଟାରଲିଙ୍କକୁ ଟେଲିକମ୍ ମନ୍ତ୍ରଣାଳୟରୁ ଲାଇସେନ୍ସ
ନୂଆଦିଲ୍ଲୀ: ଏଲୋନ ମସ୍କଙ୍କ ଷ୍ଟାରଲିଙ୍କ ଭାରତରେ ସାଟକମ୍ ସେବା ପାଇଁ ଲାଇସେନ୍ସ ପାଇଛି। ଟେଲିକମ୍ୟୁନିକେସନ୍ ବିଭାଗ (DoT) ରୁ ଲାଇସେନ୍ସ ପାଇଥିବା…