Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2024 - Page 27 of 109 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି…

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ: ମହାପ୍ରଭୁଙ୍କରଥଯାତ୍ରା ନୀତି ନିର୍ଘଣ୍ଟକୁଅନୁମୋଦନ ମିଳିଛି । ଚଳିତବର୍ଷନେତ୍ରୋତ୍ସବ, ନବଯୌବନ ଦର୍ଶନ ଓରଥଯାତ୍ରା ଗୋଟିଏ ଦିନରେପଡୁଥିବାରୁ ୧୯୭୧ ମସିହାରେହୋଇଥିବା ନୀତିକାନ୍ତି ଅନୁଯାୟୀମହାପ୍ରଭୁଙ୍କ…

ଦିନକୁ ଦିନ ଚାହିଦା ବଢ଼ୁଛି ଘଣାତେଲ

ଭୁବନେଶ୍ୱର: ଯୁଗବଦଳିବା ସହ ଲୋକଙ୍କ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି । ଲୋକେ ପୁରୁଣାକୁ ଭୁଲି ନୂଆକୁ ଆପଣାଇବାକୁ ଲାଗିଛିନ୍ତି ।…

ରଥଯାତ୍ରା ପାଇଁ ବ୍ଲକରୁ ପୁରୀକୁ ଗଡ଼ିବ ବସ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସଥ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ…

କଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକସ୍ମାରକୀ

କଟକ ସହରକୁ ଚିହ୍ନଟ କରୁଥିବା ଐତିହାସିକସ୍ମାରକୀ ଦେଢଶହ ବର୍ଷ ଧରିକଟକ ସହର ଛାତି ଉପରେ ଆଜି ବି ସେମିତିଛିଡ଼ା ହେଇ ରହିଛି…

ସ୍ୱାଧୀନ ଭାରତର ଇତିହାସରେ ଜୁନ୍ ୨୫ ତାରିଖ କଳାଦିବସ

ସରୋଜ କୁମାର ମିତ୍ର ୧୨ଜୁନ୍ ୧୯୭୫ ମସିହାରେ ଆହ୍ଲାବାଦ୍ ହାଇକୋର୍ଟ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ନିର୍ବାଚନକୁ ଅବୈଧ ବୋଲି ଘୋଷଣା କରିଥିଲେ ।…

ଭଗବତୀ ମନ୍ଦିରରୁ ଚୋରି

ଜୟପୁର- ଜୟପୁର ଜଗନ୍ନାଥ ମନ୍ଦିର ପରିସରେ ଥିବା ଅଧିଷ୍ଟାତ୍ରୀ ମା ଭଗବତୀ ମନ୍ଦିରରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ବିଳମ୍ବିତ ରାତ୍ରରେ…

ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର

ବେଧଡ଼କ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ! କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତିନୂଆ ଚାଲ୍ । ଲାଲଗଡ଼ରେ…

ସରକାରୀ ସ୍କୁଲ ଛାତ୍ରୀଙ୍କ କମାଲ୍

ନୂଆଦିଲ୍ଲୀ: ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି । ଏ ମାମଲାରେ ବହୁ ସଂଖ୍ୟଙ୍କ ଲୋକଙ୍କ…

ଅଲିମ୍ପିକ୍ସରେ ଚମକ ଦେଖାଇବେ ବିହାରର ବିଧାୟିକା

ନୂଆଦିଲ୍ଲୀ: ବିହାରର ବିଜେପି ବିଧାୟିକା ଶ୍ରେୟସୀ ସିଂଙ୍କ ପ୍ୟାରିସ ଅଲମ୍ପିକ ପାଇଁ ଚୟନ ହୋଇଛି । ଏହି ବର୍ଷ ପ୍ୟାରିସରେ ହେବାକୁ…