Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
July 2023 - Page 2 of 19 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର

ଭୁବନେଶ୍ୱର : ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା…

ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଥମ ଶ୍ରେଣୀ…

ଆଗ୍ରାହାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ଜ୍ଞାନ ବିଜ୍ଞାନ ମେଳା

ଟାଙ୍ଗୀ-ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଆଗ୍ରାହାଟ ପଞ୍ଚାୟତ ସ୍ଥିତ ଆଗ୍ରାହାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚଳିତ ଶିକ୍ଷାବର୍ଷର ଜ୍ଞାନବିଜ୍ଞାନ ମେଳା…

ନୂତନ ଶିକ୍ଷା ନିତି ଦ୍ୱାରା ଛାତ୍ର ଛାତ୍ରୀଙ୍କ ଶିକ୍ଷାର ବିକାଶ ହେବା ସହ କୁଶଳି ଶିକ୍ଷା ଲାଭ କରିପାରୁଛନ୍ତି

ବୌଦ୍ଧ : କେନ୍ଦ୍ର ସରକାର ୨୦୨୦ ମସିହାରେ ନୂତନ ଜାତୀୟ ଶିକ୍ଷା ନିତି କାର୍ଯ୍ୟକାରୀ କରିଥେôଲ । ନୁତନ ଶିକ୍ଷା ନୀତିକୁ…

ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି

ସୁନ୍ଦରଗଡ: ନିଜ ସ୍ୱାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି । ସଂସାରରେ ବଂଚିବାକୁ…

ଚୋରା ଗୋଚାଲାଣକାରୀଙ୍କୁ ଗିରଫ କରି ଜେଲରେ ଠୁଙ୍କିଲେ

ଡେଲାଙ୍ଗ:ଆଜକୁ ପ୍ରାୟ ଦୁଇ ବର୍ଷ ଧରି ସ୍ଥାନୀୟ ପୋଲିସର କୋହଳ ମନୋବୃତି ତଥା ଗୋରୁ ଚାଲାଣକାରୀଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ…

ଦିବଂଗତ ଗୋ’ସେବକ ମହେଶ୍ୱର ପ୍ରଧାନଙ୍କ ସ୍ମୃତିସଭା

ସତ୍ୟବାଦୀ : ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ମହାବଳପଡା ବରାଳ ବାଲୁଙ୍କେଶ୍ୱର ଦେବ ଟ୍ରଷ୍ଟ ର ଗୋବିନ୍ଦଜୀଉ ଗୋଶାଳାର ରକ୍ଷକ…

ଜାତୀୟ ରାଜପଥରେ ଗୋମାତାଙ୍କୁ ଦୁର୍ଘଟଣାରୁ ସୁରକ୍ଷା ପାଇଁ ପୋଲିସର ସହଯୋଗ ଲୋଡିଲେ ବଜରଙ୍ଗ ଦଳ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଅଂଚଳରେ ଜାତୀୟ ରାଜପଥ ୫୩ ଓ ୧୬ ଉପରେ ଗୋମାତାଙ୍କୁ ଦୁର୍ଘଟଣାରୁ ସୁରକ୍ଷା ପାଇଁ ଥାନା…

ଉପରଟା ସନ୍ନ୍ୟାସ – ଭିତରଟା ଆମୀଷ

ବାଙ୍ଗାଲୋରରେ ୨୬ ଦଳିଆ ବିରୋଧୀ ଦଳଙ୍କ ସମାବେଶ ପୂର୍ବରୁ କଂଗ୍ରେସ ଘୋଷଣା କଲା ଯେ ମେଂଟର ନେତା ପଦ ଗ୍ରହଣ କରିବା…

ଦେଶରେ ଦାରିଦ୍ର୍ୟ ହ୍ରାସ

ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ପ୍ରଗତି ସମୀକ୍ଷା ରିପୋର୍ଟ-୨୦୨୩ରେ କୁହାଯାଇଛି ଦେଶରେ ଦାରିଦ୍ର୍ୟ ଗତ ୫ବର୍ଷ ମଧ୍ୟରେ ଅର୍ଥାତ ୨୦୧୫-୧୬ଠାରୁ ୨୦୧୯-୨୧ବର୍ଷ…