ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରୁ ୩୦ ତାରିଖ ଦିନ ଭୋର ସମୟରେ…
Month: May 2023
ଭବାନୀପାଟଣା ଠାରେ ଶିକ୍ଷା ବିକାଶ ସମିତି ତରଫରୁ ପ୍ରଧାନ ଆଚାର୍ଯ୍ୟ ଏବଂ ସମ୍ପାଦକଙ୍କ ବୈଠକ
ରାୟଗଡା:ଦୁଇ ଦିନ ଧରି ଭବାନୀପାଟଣା ଠାରେ ଶିକ୍ଷାବିକାଶ ସମିତି ଓଡିଶାର ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ମୋଟ ମିଶି ୩୬ ବିଦ୍ୟାଳୟର…
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ
ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ଓ ଉଦୟଗିରି ବ୍ଲକ ଠାରେ କେନ୍ଦ୍ର ସରକାର ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ…
ପାଠ ପାଇଁ ମୂଲ ଲାଗୁଛନ୍ତି ବଣ୍ଡା ଝିଅ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ବଣ୍ଡାଘାଟିର ବାଣ୍ଡିପଡା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ ମହା ବିଦ୍ୟାଳ୍ୟରେ ଅଧ୍ୟୟନ…
ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ରଘୁନାଥ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ
ନିମାପଡ଼ା : ଶାସ୍ତ୍ରାନୁମୋଦିତ ଦିନଚର୍ଯ୍ୟା ରଖିଛି ସୁସ୍ଥ ଡାକ୍ତରଖାନା ମାଟି ମାଡ଼ିନାହାନ୍ତି ରଘୁନାଥ, ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ…
ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚôଛି । ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର…
ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତୁତି
ବାଲେଶ୍ୱର: ଆସନ୍ତା ଜୁନ ୨୧ ତାରିଖର ଆନ୍ତର୍ଜାତିକ ଯୋଗ ଦିବସକୁ ସୁଚାରୁ ରୂପେ ପାଳନ ପାଇଁ ବାଲେଶ୍ୱର ଯୋଗ ମହୋତ୍ସବ ସମିତି…
ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ଶାହା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚଳିତ ବର୍ଷ ୯ବର୍ଷର ଶାସନ କାଳ ପୂରଣ କରିଛନ୍ତି । ଏହି…
ଚୀନ୍ ସହ ମୁକାବିଲା ପାଇଁ ସେନା ସକ୍ଷମ
ନୂଆଦିଲ୍ଲୀ: ମଣିପୁରରେ ଆହ୍ୱାନ ଏବେ ବି ଶେଷ ହୋଇ ନାହିଁ, କିଛି ଦିନ ଭିତରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଚିଫ୍…
ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ
କମ୍ପାଲା: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ ବ୍ୟବସ୍ଥା କରାଯାଇଛି । ଏ ନେଇ ଏକ ଆଇନକୁ ସେଠାକାର ରାଷ୍ଟ୍ରପତି ୟୋୱେରି…