Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
May 2023 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଗାଡି ଜବତ

ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରୁ ୩୦  ତାରିଖ ଦିନ  ଭୋର ସମୟରେ…

ଭବାନୀପାଟଣା ଠାରେ ଶିକ୍ଷା ବିକାଶ ସମିତି ତରଫରୁ ପ୍ରଧାନ ଆଚାର୍ଯ୍ୟ ଏବଂ ସମ୍ପାଦକଙ୍କ ବୈଠକ

ରାୟଗଡା:ଦୁଇ ଦିନ ଧରି ଭବାନୀପାଟଣା ଠାରେ ଶିକ୍ଷାବିକାଶ ସମିତି ଓଡିଶାର ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ମୋଟ ମିଶି ୩୬ ବିଦ୍ୟାଳୟର…

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ

ରାଇକିଆ- କନ୍ଧମାଳ ଜିଲ୍ଲା ରାଇକିଆ ଓ ଉଦୟଗିରି ବ୍ଲକ ଠାରେ କେନ୍ଦ୍ର ସରକାର ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ…

ପାଠ ପାଇଁ ମୂଲ ଲାଗୁଛନ୍ତି ବଣ୍ଡା ଝିଅ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ବଣ୍ଡାଘାଟିର ବାଣ୍ଡିପଡା ଗ୍ରାମର ଛାତ୍ରୀ କର୍ମା ମୁଦୁଲି ଗୋବିନ୍ଦପାଲ୍ଲୀ ମହା ବିଦ୍ୟାଳ୍ୟରେ ଅଧ୍ୟୟନ…

ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ରଘୁନାଥ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ

ନିମାପଡ଼ା : ଶାସ୍ତ୍ରାନୁମୋଦିତ ଦିନଚର୍ଯ୍ୟା ରଖିଛି ସୁସ୍ଥ ଡାକ୍ତରଖାନା ମାଟି ମାଡ଼ିନାହାନ୍ତି ରଘୁନାଥ, ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ…

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚôଛି । ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର…

ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତୁତି

ବାଲେଶ୍ୱର: ଆସନ୍ତା ଜୁନ ୨୧ ତାରିଖର ଆନ୍ତର୍ଜାତିକ ଯୋଗ ଦିବସକୁ ସୁଚାରୁ ରୂପେ ପାଳନ ପାଇଁ ବାଲେଶ୍ୱର ଯୋଗ ମହୋତ୍ସବ ସମିତି…

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚଳିତ ବର୍ଷ ୯ବର୍ଷର ଶାସନ କାଳ ପୂରଣ କରିଛନ୍ତି । ଏହି…

ଚୀନ୍ ସହ ମୁକାବିଲା ପାଇଁ ସେନା ସକ୍ଷମ

ନୂଆଦିଲ୍ଲୀ: ମଣିପୁରରେ ଆହ୍ୱାନ ଏବେ ବି ଶେଷ ହୋଇ ନାହିଁ, କିଛି ଦିନ ଭିତରେ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଚିଫ୍…

ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ

କମ୍ପାଲା: ଉଗାଣ୍ଡାରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତୁ୍ୟଦଣ୍ଡ ବ୍ୟବସ୍ଥା କରାଯାଇଛି । ଏ ନେଇ ଏକ ଆଇନକୁ ସେଠାକାର ରାଷ୍ଟ୍ରପତି ୟୋୱେରି…