Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
March 2023 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିପିଲିରେ ମର୍ଯ୍ୟଦା ପରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସ

ପିପିଲି: ମର୍ଯ୍ୟଦା ପରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସ । ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଛି ସାରା ରାଜ୍ୟ । ଏହାକୁ…

ରାମନବମୀ ଉପଲକ୍ଷେ କାଶ୍ମିର ପଣ୍ଡିତମାନେ ଶ୍ରୀନଗରରେ ବାହାର କଲେ ଶୋଭାଯାତ୍ରା

ଶ୍ରୀନଗର : ଚୈତ୍ର ନବରାତ୍ରୀ ସମାପ୍ତୀ ତଥା ରାମନବମୀ ପର୍ବକୁ କାଶ୍ମୀର ଘାଟୀରେ କାଶ୍ମୀର ପଣ୍ଡିତମାନେ ଧାର୍ମିକ ଉସôାହ ଏବଂ ଉଲ୍ଲାସ…

ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ

ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍୍ୱିଟରଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କରିଛି । ଟ୍ୱିଟରରେଜାରି ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ ସରକାରଙ୍କ…

ମହାକାଶରୁ ଭାରତର ସୁନ୍ଦର ଦୃଶ୍ୟ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣାସଂଗଠନ (ଇସ୍ରୋ) ଭାରତର ଏକ ସୁନ୍ଦର ଫଟୋ ସେୟାର କରିଛି । ଏହିଫଟୋଟି ହେଉଛି ଭାରତର…

ଦଶପଲ୍ଲାରେ ଶ୍ରୀରାମ ନବମୀରେ ବିଶାଳ ହିନ୍ଦୁ ମହାସମାବେଶ ଅନୁଷ୍ଠିତ

ଦଶପଲ୍ଲା : ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ଶ୍ରୀ ରାଧାମୋହନ ସାହୁ…

ରାମ ନାମରେ ପ୍ରକମ୍ପିତ ହୋଇଥିଲା ଆସିକା ସହରର ମଠ ମନ୍ଦିର

ଆସିକା : ଆସିକାରେ ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସିକା ସହରରେ ରହିଥିବା…

ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ମାଲକାନଗିରି ସହର ଚଳଚଞ୍ଚଳ

ମାଲକାନଗିରି : ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ମାଲକାନଗିରି ସହର ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀରାମଙ୍କ ଭକ୍ତମାନେ ଶହ…

ଜୟଶ୍ରୀରାମ ଧ୍ୱନିରେ ଖଇରା ମାଟି ପ୍ରକମ୍ପିତ

ଖଇରା : ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ରାମନବମୀ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଜୟଶ୍ରୀରାମ…

ଭଦ୍ରକରେ ଶୋଭାଯାତ୍ରାରେ ପାଞ୍ଚ ଲକ୍ଷ ଭକ୍ତଙ୍କ ସମାଗମ

ଭଦ୍ରକ: ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଜନ୍ମ ଜୟନ୍ତୀ ଅବସରରେ ପବିତ୍ର ଶ୍ରୀରାମ ନବମୀ ପାଇଁ ହୋଇପଡିଛି ଉସôବ ମୁଖର ।…

ଶ୍ରୀରାମ ନବମୀ ବନ୍ତ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର ସବୁଠାରେ ପାଳନ

ବନ୍ତ: ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କଜନ୍ମ ଜୟନ୍ତୀ ଅବସରରେ ଶ୍ରୀରାମ ନବମୀ ଗ୍ରାମର ଗଳି ଠାରୁ ଆରମ୍ଭ କରି ବଜାର…