ସାବଧାନ-ଓଡିଶା ପୋଲିସର ଆଉ ଏକ ବଡ଼ ସଫଳତା

ସାବଧାନ-ଓଡିଶା ପୋଲିସର ଆଉ ଏକ ବଡ଼ ସଫଳତା

କଟ୍ଟର ମୁସଲମାନ ଜିହାଦୀ ସଇଜ ଉଦ୍ଦୀନ ଖାଁ କୁ ହାଇଦ୍ରାବାଦରୁ ଗିରଫ କଲା କେନ୍ଦ୍ରାପଡ଼ା ପୋଲିସ!

ଛଦ୍ମ ବେଶୀ ହିନ୍ଦୁ ପରିଚୟ ଦେଇ କରୁଥିଲା ଲଭ୍ ଜିହାଦ୍ । ପ୍ରତି ହିନ୍ଦୁ ଯୁବତୀଙ୍କୁ ଲଭ୍ ଜିହାଦ ଫସାଇବା ପାଇଁ ମୁସଲମାନ ସଂଘଠନ ଦେଉଥିଲା ୧୦ ଲକ୍ଷ ଟଙ୍କା।
୩ ରୁ ଅଧିକ ହିନ୍ଦୁ ଯୁବତୀ ବିବାହ କରି ଜିତିଥିଲା ୩୦ ଲକ୍ଷ ଟଙ୍କା। ବିବାହ କରିବା ପରେ ହିନ୍ଦୁ ଯୁବତୀ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଅନ୍ତରଙ୍ଗ ଫୋଟ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ, ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହାଇଦ୍ରାବାଦର ଏକ ହୋଟେଲରେ ଯୁବତୀ ମାନଙ୍କୁ ବିକ୍ରି କରୁଥିଲା ସାଇଜ ଉଦ୍ଦିନ୍।
ବଜରଙ୍ଗ ଦଳ କେନ୍ଦ୍ରାପଡ଼ାର ଚେତାବନୀ ପରେ କେନ୍ଦ୍ରାପଡ଼ା ପୋଲିସ୍ ର ବଡ ଆକ୍ସନ।

କେନ୍ଦ୍ରାପଡ଼ା SP ସିଦ୍ଧାର୍ଥ କଟ୍ଟାରିଆ ଙ୍କ ନିର୍ଦ୍ଦେଶ କ୍ରମେ IIC କେନ୍ଦ୍ରାପଡା ଟାଉନ ଦିଲୀପ କୁମାର ସାହୁ ନେତୃତ୍ଵରେ ASI ଅଶୋକ ମାଝୀଙ୍କ ସ୍ଵତନ୍ତ୍ର ପୋଲିସ ଦଳ ପ୍ରେମିକ ରୂପୀ ଜହ୍ଲାଦ ସଇଜ ଉଦ୍ଦିନ୍ ଖାଁ ଗିରଫ କଲା କେନ୍ଦ୍ରାପଡ଼ା ପୋଲିସ।

Leave a Reply

Your email address will not be published. Required fields are marked *