ନୂଆଦିଲ୍ଲୀ : ବିବିସି ଅଫିସରେ ଆୟକର ଚଢ଼ାଉ । ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି ଅଫିସରେ ଆୟକର ଚଢ଼ାଉ ଆୟକର ବିଭାଗ ରେଡ୍ କରିଛି । ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ଅଫିସ ଛାଡ଼ି ଘରକୁ ଫେରି ଯିବାକୁ କୁହାଯାଇଛି । ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି । ହେଲେ ଏର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।