ରାଜଧାନୀର ସବୁ ଥାନାରେ ମେୟର ସୁଲୋଚନା ଦାସଙ୍କ ନାଆଁରେ ଏତଲା ଦିଆଯିବ

ରାଜଧାନୀର ସବୁ ଥାନାରେ ମେୟର ସୁଲୋଚନା ଦାସଙ୍କ ନାଆଁରେ ଏତଲା ଦିଆଯିବ

ଭୁବନେଶ୍ବର:‘ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କୁ ବାହାର କରାଯିବ। ମାତ୍ର ଯେଉଁ ବାଂଲାଦେଶୀ ଏଠାରେ ରହିବା ସହ ସେମାନଙ୍କର ଆଧାର, ରାସନ୍‌ କିମ୍ବା ଭୋଟର କାର୍ଡ ରହିଛି ଏବଂ ନାଗରିକ ଭାବେ ଏଠାରେ ରହୁଛନ୍ତି ସେମାନଙ୍କୁ ବାହାର କରିବା ସମ୍ଭବ ନୁହେଁ। ସେମାନଙ୍କୁ କିଭଳି ଭଲରେ ରଖିବା ତାହା ଆମମାନଙ୍କ ଦାୟିତ୍ବ’। ମେୟର ସୁଲୋଚନା ଦାସଙ୍କ ଏଭଳି ବକ୍ତବ୍ୟ ରାଜଧାନୀ ରାଜନୀତିକୁ ଉଷ୍ମ କରିଛି। ଏନେଇ ରାଜଧାନୀର ସବୁ ଥାନାରେ ତାଙ୍କ ନାଆଁରେ ଏତଲା ଦିଆଯିବ ବୋଲି ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *