Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ : ନିର୍ବାଚନ କମିଶନର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ : ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଥିବା ଷ୍ଟାର ପ୍ରଚାରକମାନେ ଆଉ ବିଳାସପୂର୍ଣ୍ଣ ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ନିର୍ବାଚନ କମିଶନରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହିସାବ ଅନୁଯାୟୀ ଷ୍ଟାର ପ୍ରଚାରକମାନେ ରହିବା ପାଇଁ ସର୍ବାଧିକ ୪୨୦୦ ଟଙ୍କା ରୁମ୍ ଦେଇପାରିବ ଦଳ । ଚଣ୍ଡିଗଡ଼ରେ ଲୋକ ସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଷ୍ଟାର ପ୍ରଚାରକ ଓ ଭିଆଇପିମାନେ ପାଞ୍ଚ ତାରକା ହୋଟେଲରେ ରହିପାରିବେ ନାହିଁ ବୋଲି ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନିର୍ବାଚନ କମିଶନର ୪୨୦୦ ଟଙ୍କାର ରୁମ୍ ଧାର୍ଯ୍ୟ କରିଛନ୍ତି ।

Leave a Reply