Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା
ବାଲେଶ୍ୱର: ଚଳିତ ବର୍ଷ ଇଂରାଜୀ ମାସ ଏପ୍ରିଲ ୯ ତାରିଖ ହିନ୍ଦୁ ନବବର୍ଷ ପାଳନ ପରିପକ୍ଷେ ‘ହିନ୍ଦୁ ନବବର୍ଷ କମିଟି’ ପକ୍ଷରୁ ‘ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ରବିବାର ସକାଳେ ଷ୍ଟେସନ ରୋଡ଼ ସ୍ଥିତ “ଝାଡ଼େଶ୍ୱର ଇଣ୍ଟର ନେସନାଲ ସ୍କୁଲ’ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲାର ୧୬ ଗୋଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟ ର ୭୬ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ସଂଗଠନ ର ବରିଷ୍ଟକାର୍ଯ୍ୟକର୍ତ୍ତା ସୁଧାକର ପାଢ଼ୀ,ରାଜନୀ କାନ୍ତ ଶତପଥି, ମଧୁସୂଦନ ହୋତା ଙ୍କ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା । ଏଥିରେ ଆଲୋକ ପଣ୍ଡା, ନନ୍ତ ଦାସ, ମନସିନୀ ପଣ୍ଡା, ନିମାଇଁ
ଚରଣ ଅଧିକାରୀ, ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply