Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶାର ୫୧୦୯.୩୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶାର ୫୧୦୯.୩୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ୱର- ୨୦୨୪ ମସିହା ମାର୍ଚ୍ଚ ମାସରର ମୋଟ ଜ୍‌ିଏସଟି (କେନ୍ଦ୍ରୀୟ ଜ୍‌ିଏସଟି + ସମନ୍ୱିତ ଜ୍‌ିଏସଟି + ରାଜ୍ୟ ଜ୍‌ିଏସଟି + ଅତିରିକ୍ତ ଟିକସ) କ୍ଷେତ୍ରରର ଓଡ଼ିଶା ୫୧୦୯.୩୩ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ଏ ଯାବତ ଦ୍ୱିତୀୟ ସବବାଧିକ ସଂଗ୍ରହ । ୨୦୨୩ ମସିହା ମାର୍ଚ୍ଚ ମାସରର ଏହି ସଂଗ୍ରହ ପରିମାଣ ଥିଲା ୪୭୪୯.୦୨ ରକାଟି ଟଙ୍କା । ଫଳରର ଏ କ୍ଷେତ୍ରରର ୭.୫୯ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇ ପାରିଛି । ସୂଚନା ଯୋଗ୍ୟ ଯେ, ୨୦୨୪ ମସିହା ଫେବୃଆରୀ ମାସରର ୫୧୩୫.୮୧ କୋଟି ଟଙ୍କାର ମୋଟ ଜ୍‌ିଏସଟି ସଂଗୃହୀତ ହୋଇଥିଲା, ଯାହା କି ୨୦୨୩-୨୪ ଆର୍ôଥକ ବର୍ବର ସର୍ବାଧିକ ମୋଟ ଜ୍‌ିଏସଟି ସଂଗ୍ରହ ଥିଲା । ସେହିପରି ରାଜ୍ୟ ଜ୍‌ିଏସଟି ଓ ସମନ୍ୱିତ ଜ୍‌ିଏସଟି ଫଇସଲା କ୍ଷେତ୍ରରର ୨୦୨୪ ମସିହା ମାର୍ଚ୍ଚ ମାସରେ ରାଜ୍ୟ ୨୩୦୫.୯୦ କୋଟିଟଙ୍କା ସଂଗ୍ରହ କରିବାରର ସଫଳ ହୋଇଛି, ଯାହା କି ୨୦୨୩-୨୪ ଆର୍ôଥକ ବର୍ବରର ତୃତୀୟ ସବବାଧିକ ସଂଗ୍ରହ । ୨୦୨୩ ମସିହା ମାର୍ଚ୍ଚ ମାସରର ଏହି ସଂଗ୍ରହ ପରିମାଣ ଥିଲା ୧୯୧୯.୪୩ ରକାଟି ଟଙ୍କା । ସର୍ବାଧିକ ଓ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ସଂଗ୍ରହ ରହାଇଛି ୨୦୨୩-୨୪ ଆର୍ôଥକ ବର୍ଷର । ରାଜ୍ୟ ବାଣିଜ୍ୟକର ଏବଂ ଜ୍‌ିଏସଟି ଅଧିନରେ ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥାତ୍ : ରାଜ୍ୟ ଜ୍‌ିଏସଟି/ସମନ୍ୱିତ ଜ୍‌ିଏସଟି ଫଇସଲା, ଭାଟ ଓ ବୃତ୍ତିଗତ କର କ୍ଷେତ୍ରରେ ୨୦୨୪ ମସିହା ମାର୍ଚ୍ଚ ମାସରେ ୪୪୫୮.୮୩ କୋଟି ଟଙ୍କା ସଂଗ୍‌ୃହୀତ ହୋଇଥିବା ବେଳେ ୨୦୨୩ ମସିହା ମାର୍ଚ୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୮୯୯.୪୦ କୋଟି ଟଙ୍କା । ସେହିପରି ୨୦୨୩-୨୪ ଆର୍ଥକି ବର୍ଷରେ ମାର୍ଚ୍ଚ ମାସ ସୁଦ୍ଧା ଉପରୋକ୍ତ ସମସ୍ତ ଟିକସ ବ୍ୟବସ୍ଥା ଅଧିନରେ ହୋଇଥିବା ରାଜସ୍ୱ ସଂଗ୍ରହ ପରିମାଣ ୩୭୧୬୦.୮୧ କୋଟି ଟଙ୍କା ରହିଥିବା ବେଳେ ୨୦୨୨-୨୩ ଆର୍ଥକି ବର୍ଷ ତୁଳନାରର ଏହା ୧୯.୮୦ ପ୍ରତିଶତ ଅଧିକ । ୨୦୨୪ ମସିହା ମାର୍ଚ୍ଚ ମାସରର ୨୪.୪୦ ଲକ୍ଷ ସଂଖ୍ୟକ ଇ-ୱେବିଲ ନିଗମନ କରାଯାଇଥିବା ର୍ ବେଳେ ୨୦୨୩ ମସିହା ମାର୍ଚ୍ଚ ମାସରେ ଏହି ସଂଖ୍ୟା ଥିଲା ୨୧.୯୧ ଲକ୍ଷ । ଫଳରର ଏଥିରେ ୧୧.୩୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏଥି ମଧ୍ୟରୁ ୧୪.୪୫ ଲକ୍ଷ ସଂଖ୍ୟକ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଥିବ ବେଳେ ୯.୯୬ ଲକ୍ଷ ସଂଖ୍ୟକ ଇ-ୱେବିଲ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି ।

Leave a Reply