ଶିବରଂଜନୀ ନାଦରେ କମ୍ପିଲା ଏକାମ୍ରକ୍ଷେତ୍ର

ଭୁବନେଶ୍ୱର: ସଙ୍ଗୀତର ସ୍ରଷ୍ଟା ମହାଦେବଙ୍କ ପ୍ରିୟ ଶିବରଞ୍ଜନୀ ରାଗ ବାଦନ କରି ବୀରବ୍ରତ ଜାଗରଣ ସହ ଭକ୍ତିନୈବେଦ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରୀୟ…

ଶ୍ରୀଲଙ୍କା ଯେଉଁ ସ୍ଥିତିରେ ଥିଲା, ପାକିସ୍ତାନ ବର୍ତ୍ତମାନ ସେହି ସ୍ଥାନରେ : ଇମ୍ରାନ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏସବୁ ଭିତରେ ଦେଶର…

ମହଙ୍ଗା ମାଡ଼ରେ ପାକିସ୍ତାନ ବେହାଲ; ପେଟ୍ରୋଲ ଲିଟର ୨୭୨ ଟଙ୍କା

କରାଚୀ: ଗୁରୁତର ଆର୍ଥôକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ବାଟ ଖୋଜୁଛି । ରାଜକୋଷ…

ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆଜି ୨୪ ତମ ବାର୍ଷିକ ଉସ୍ଛବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…

ହରିଦ୍ୱାରରେ ପ୍ରଥମେ ଚାଲିବ ‘ପୋଡ୍’ ଟ୍ୟାକ୍ସୀ

ଡେରାଡୁନ: ଉତ୍ତରାଖଣ୍ଡ ଧାମୀ ସରକାରଙ୍କ କ୍ୟାବିନେଟ୍ ହରିଦ୍ୱାର ଜିଲ୍ଲାକୁ ନୂଆ ଉପହାର ଦେବାକୁ ଯାଉଛନ୍ତି । ଧାମୀଙ୍କ ମନ୍ତ୍ରୀମଣ୍ଡଳ ହରିଦ୍ୱାରରେ ୨୦.୭୪…

ଅଧିକ ଅଣ୍ଡା ଖାଇବା ଡାଇବେଟିସର ଆଶଙ୍କା

ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ବେଶ ହିତକର । ସେଥିପାଇଁ ଏହାକୁ ସୁପର ଫୁଡ୍ ମଧ୍ୟ କୁହାଯାଏ । ଏହାକୁ ସିଝା, ଫ୍ରାଏ,…

ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର ଶରୀର ପାଇଁ ଖୁବ୍ ଉପକାରୀ । ଏହାର ୧୨ଟି ଅବସ୍ଥା ରହିଛି । ପ୍ରତ୍ୟହ ଏହି ୧୨ ପ୍ରକାର…

ପୋଟଳ ଏକ ଉପାଦେୟ ପରିବା

ସମସ୍ତେ ପୋଟଳ ଖାଇବାକୁ ଭଲ ପାଆନ୍ତି । ଏହା ଏକ ଉପାଦେୟ ପରିବା । ଏଥିରେ ବିଭିନ୍ନ ଖାଦ୍ୟ ପ୍ରାଣ ସହ…

କୋଟପାଡ଼ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତ୍ରିଂଶତମ ବାର୍ଷିକ ଉତ୍ସବ

କୋଟପାଡ: କୋଟପାଡ଼ ସହରରେ ଥିବା ସରସ୍ୱତୀ ଶିଶୁ ୍ୱିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ତ୍ରିଂଶତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।…

ଓଜନ ହ୍ରାସ କରିବ ଲାଉ ଜୁସ

ଲାଉ ଶରୀର ପାଇଁ ବହୁତ ଉପକାରୀ । ଲାଉରେ ଜଳୀୟ ଅଂଶ, ଭିଟାମିନ ସି ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ଥାଏ…