ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଟିକାବାଲି ରେ ଶୋଭାଯାତ୍ରା

ଟିକାବାଲି : କନ୍ଧମାଳ ଜିଲ୍ଲା ଟିକାବାଲି ରେ ରାକେଶ କୁମାର ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ବିଶାଳ ହିନ୍ଦୁ ସମାଜ ଶୋଭାଯାତ୍ରା ସୂଚନା ପ୍ରକାରେ ଗତ ୧୨.୪.୨୦୨୩ ଓ ୧୪.୪.୨୦୨୩ ରେ ସମ୍ବଲପୁର ଠାରେ ଶ୍ରୀରାମ ନବମୀ ଓ ହନୁମାନ ଜନ୍ମ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଶୋଭାଯାତ୍ରା ଉପରେ ହିନ୍ଦୁ ହିନ୍ଦୁ କାର୍ଯ୍ୟକର୍ତ୍ତା ଓ ପ୍ରଶାସନିକ ଅଧିକାରୀ ଙ୍କ ଉପରେ ମୁସଲମାନ ମାନଙ୍କ ଦ୍ୱାରା ଖଣ୍ଡା ତଥା ଅନେକ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିବା ସହିତ ପଥର ମାଡ କରିଥିଲେ ଯାହାରି ଫଳରେ ଅନେକ ହିନ୍ଦୁଙ୍କୁ ଗଭୀର ଆଘାତ ଲାଗିଥିଲା, ଯାହାରୀ ଫଳରେ ଦୁଇଜଣ ହିନ୍ଦୁ ଯୁବକ ମୃତ୍ୟୁ ବରଣ କରିବା ସହିତ ବର୍ତ୍ତମାନ ଅନେକ ହିନ୍ଦୁ ସ୍ଥାନୀୟ ଚିକିତ୍ସାଳୟ ରେ ମରଣ ସହିତ ସଂଗ୍ରାମ କରୁଛନ୍ତି, ଏହିପରି ଭାବେ ଅନେକ ଥର ହିନ୍ଦୁ ସମାଜ ଉପରେ ମୁସଲମାନ ମାନଙ୍କ ଦ୍ୱାରା ଆକ୍ରମଣ ର ଶିକାର ହୋଇଥିବା ନଜର ରହିଛି ,ଏଣୁ ଆଜି ଟିକାବାଲି ହିନ୍ଦୁ ସମାଜ କର୍ମୀ ÿଜିଲ୍ଲା ପରିଷଦ ଚକପାଦ, ରଞ୍ଚନା ନାୟକ, ସମାଜ ସେବି କ୍ରିଷ୍ଣା ଚନ୍ଦ୍ର ଦିଗାଳ ଙ୍କ ସହଯୋଗ ରେ ସରୋଜ ସାହୁ , ଲକ୍ଷ୍ମୀକାନ୍ତ ନନ୍ଦ , ଜିତେନ୍ଦ୍ର ଡାକୁଆ, ଅଟଳ ପାଢ଼ୀ,ବିଶ୍ୱନାଥ କହଁର , ରାଜେନ୍ଦ୍ର ପ୍ରଧାନ, ସହଦେ ପ୍ରଧାନ, ପାବୁରିଆ ସମିତି ସଭ୍ୟ ଲଳିତ ପ୍ରଧାନ,“ଲିପି କହଁର, ରଞ୍ଜନ ପାତ୍ର, ରୁଦ୍ର ସେଠୀ ଲିଟନ ସାହୁଙ୍କ ସମେତ ଶହ ଶହ ଦେଶ ପ୍ରେମୀ ଓ ସମାଜ ପ୍ରେମୀ, ଙ୍କ ପକ୍ଷରୁ ଟିକାବାଲି ରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା , ଉକ୍ତ ଶୋଭାଯାତ୍ରା ର ମୁଖ୍ୟ ଉଦେ୍ଦଶ୍ୟ ହତ୍ୟାକାରି ମାନଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରି ହିନ୍ଦୁ ସମାଜ କୁ ସୁରକ୍ଷା ଦେବା ସହିତ ହିନ୍ଦୁ ମାନଙ୍କ ପାରମ୍ପରିକ ବିଧି ବ୍ୟବସ୍ଥା କୁ ସୁରକ୍ଷା ଦିଆଯାଉ , ଏଣୁ ଆଜି ତା ୨୪.୪.୨୦୨୩ ରିଖ ସୋମବାର ଦିନ ଟିକାବାଲି ହାଟପଦା ଠାରୁ ସମଗ୍ର ହିନ୍ଦୁ ସମାଜ ତରଫରୁ ବଜାର ପରିକ୍ରମା କରି ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ ଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ପ୍ରଦାନ, କରାଯାଇଥିଲା ।

Leave a Reply

Your email address will not be published. Required fields are marked *