୬୦ଟି ସ୍ଥାନରେ ‘ଏନ୍ଆଇଏ’ ଚଢ଼ଉ

ବେଙ୍ଗାଲୁରୁ: ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଆଇଏସ୍ଆଇଏସ୍’ ସହିତ ସମ୍ପୃକ୍ତି ଥିବା ସନେ୍ଦହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଆଜି କର୍ଣ୍ଣାଟକ, ତାମିଲନାଡୁ…

ଚୀନ ବନ୍ଦ କଲା ପାକିସ୍ତାନରେ ବାଣିଜ୍ୟ ଦୂତାବାସ

ଇସଲାମାବାଦ: ପାକିସ୍ତାନ ଏବେ ବଡ଼ ସଂକଟରେ ପଡ଼ିଯାଇଛି । ଗୋଟିଏ ପଟେ ଆର୍ଥôକ ସଂକଟ ଦିନକୁ ଦିନ ଅଧିକ ଉକôଟ ହେଉଥିବାବେଳେ…

ଆଜମ ଖାନ ପୁଅ ଅବଦୁଲ୍ଲାର ଗଲା ବିଧାୟକ ପଦ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ପଦ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି

ଜୟପୁର : ଜୟପୁର ଠାରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୧୩ ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନି…

ବିଶେଷଜ୍ଞଙ୍କ ଆକଳନ ବଢାଇଛି ଚିନ୍ତା -ସମୁଦ୍ରରେ ବୁଡ଼ିବ ଅନେକ ସହର!

ନୂଆଦିଲ୍ଲୀ: ବିଶେଷଜ୍ଞଙ୍କ ଆକଳନ ବଢାଇଛି ଚିନ୍ତା । ସମୁଦ୍ରରେ ବୁଡ଼ିଯିବ ଅନେକ ସହର । ଯାହାକୁ ନେଇ ଏବେଠୁ ବଢିଲାଣି ଚିନ୍ତା…

ହିଜାବ ନ ପିନ୍ଧିବାରୁ ନିର୍ବାସିତ ଜୀବନ

ତେହେରାନ୍: ଇରାନ୍ ଚେସ୍ ଖେଳାଳି ସାରା ଖାଦେମ ପରିବାର ସହ ସାଉଥର୍ନ ସ୍ପେନ୍ରେ ନିର୍ବାସିତ ଜୀବନ କାଟୁଛନ୍ତି । ତାଙ୍କ ଜୀବନ…

ପାକିସ୍ତାନ ଛାଡ଼ୁଛନ୍ତି ଧନୀ

ଇସଲାମାବାଦ: ପାକିସ୍ତାନର ଆର୍ଥôକ ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି । ଦେଶର ବାସିନ୍ଦା ଏବେ ଖାଦ୍ୟଶସ୍ୟ ଲାଗି ସଂଘର୍ଷ କରୁଛନ୍ତି…

ଚୀନ୍ ସୀମାରେ ମଜଭୁତ୍ ହେବ ଆଇଟିବିପି

ନୂଆଦିଲ୍ଲୀ: ଚୀନ୍ ସୀମାକୁ ନେଇ ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକରେ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି…

ଆଠମଲ୍ଲିକ ଶିଶୁ ବିଦ୍ୟା ମନ୍ଦିରରେ ପିତୃମାତୃ ପୂଜନ ଦିବସ ପାଳିତ

ଆଠମଲ୍ଲିକ : ଆଠମଲ୍ଲିକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପିତୃମାତୃ ପୂଜନ ଦିବସ ଓ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୂଳ ଭାରତୀୟ ବିବେକ ରାମସ୍ୱାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ୱାଶିଂଟନ : ମୂଳ ଭାରତୀୟ ବିବେକ ରାମସ୍ୱାମୀ ୨୦୨୪ ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛନ୍ତି ।…